Daily Archives

ଘରମାନଙ୍କ ଉପରେ ୧୧ କେଭି ତାର ଯିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗ ଲୋକଙ୍କୁ ସେବା ଯୋଗାଇବା ପାଇଁ ନୂତନ ପ୍ରଣାଳୀରେ ବିଦ୍ୟୁତ ତାର ଟାଣିବା, ତାର ପରିବର୍ତ୍ତନ କରିବା ଭଳି କାର୍ଯ୍ୟ କରୁଥିବା ବେଳେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ପରିତାପର ବିଷୟ ୱାର୍ଡ ନମ୍ବର ୧୪
Read More...

ଜନନୀ ସମ୍ପର୍କ ଅଭିଯାନରେ ସମ୍ପର୍କ ସୁଦୃଢ ପାଇଁ ପ୍ରଶାନ୍ତଙ୍କ ଅଭିନବ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ଗତକାଲି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଯାଇ ପହଞ୍ଚିଥିଲେ ସେକ୍ଟର ୭ ବିନ ବସ୍ତି ଅଂଚଳରେ । ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପୂରାତନ ସାହିତ୍ୟିକ, କବିଙ୍କ କାଳଜୟୀ
Read More...

ଡୁଡୁକିପଦର ଗାଁରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁରେ ଅଂଶୁଘାତରେ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ କୀର୍ତ୍ତନ ନାଗ(୩୫)ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ବିଦ୍ୟୁତ୍ ବିଭାଗରେ ମିଟର ରିଡର୍ ଭାବରେ ଠିକା
Read More...

ସଇଁତଲାର ନିଉ ମାର୍କେଟରେ ସାବିତ୍ରୀ ବ୍ରତ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସମସ୍ତ ଗ୍ରାମାଞ୍ଚଳଗୁଡିକରେ ବେଶ ଉତ୍ସାହ ଉଦ୍ଦୀପନା ସହ ସାବିତ୍ରୀ ବ୍ରତ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଇଁତଲାର ନିଉ ମାର୍କେଟପଡାଠାରେ ସଧବା ନାରୀମାନେ ନିର୍ଜଳା ଉପବାସ କରି ନିଜ ନିଜ ସ୍ୱାମୀଙ୍କ
Read More...

ଅଚଳ ହେବ ୨ ହଜାର ଟଙ୍କିଆ ନୋଟ୍‌

ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ବଦଳାଇହେବ ମୁମ୍ବାଇ : ଅଚଳ ହେବ ୨ ହଜାର ଟଙ୍କିଆ ନୋଟ୍‌ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୦୦ ଟଙ୍କିଆ ନୋଟ୍‌କୁ ବଜାରକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ୍ ଏହି ସମୟସୀମା ପରେ ଏହି ନୋଟ୍‌କୁ ନେଇ ଆଉ ସମ୍ଭବତଃ କାରବାର
Read More...

‘ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର

‘ଭୀମପାହାଡରେ ପ୍ରାକ୍‌ଐତିହାସିକ ସମୟର ରେଖାଚିତ୍ର, ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କରାଯାଉ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୯ମ ଭୀମପାହାଡ ମହୋତ୍ସବ ଉପଲକ୍ଷେ ଦେଓଗାଁ ବ୍ଲକ ମକୁମନ୍ଦପୁର ପଞ୍ଚାୟତର ଐତିହ୍ୟପୀଠ ଭୀମପାହାଡଠାରେ ଗତକାଲି ମହୋତ୍ସବ କମିଟି
Read More...

ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ, ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହାର ଉଦ୍‌ଘାଟନ କରି ଏହି
Read More...