ପୁଅ ହାତରେ ଗଲା ବାପର ଜୀବନ
ଆଠଗଡ଼ : ରଡ୍ରେ ପିଟି ପିଟି ବୃଦ୍ଧ ବାପକୁ ହତ୍ୟା କଲା ପୁଅ । ଶନିବାର ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଅଭିଯୁକ୍ତ ପୁଅ ଅପର୍ତ୍ତି ମହାନ୍ତି ଓ ମୃତକ ହେଲେ ବାଲୁଙ୍କେଶ୍ୱର ମହାନ୍ତି(୭୫) । ତେବେ ଅଭିଯୁକ୍ତ!-->…
Read More...
Read More...