ସୀତାଙ୍କ ହରଣ ଓ ଜଟାୟୁ ମରଣ : ଏ ବର୍ଷ ପୁଣି ଡା. ରୁଦ୍ର ପଟେଲ ରାବଣ ଭୂମିକାରେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଜୀ ସଂସ୍କୃତି ପରିଷଦର ରାମଲୀଳା ନାଟକ ସପ୍ତମ ଦିନେ ସୀତା ହରଣ ଜଟାୟୁ ମରଣ ଅଭିନୀତ ହୋଇଯାଇଛି । ଗତ ଛଅ ଦିନ ହେଲା ବେଶ୍ ଧୁମ୍ଧାମରେ ରାମଜୀପଡା ଓ ଜଗନ୍ନାଥପଡା ମନ୍ଦିର ପ୍ରାଙ୍ଗଣରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ!-->…
Read More...
Read More...