Monthly Archives

April 2023

ଆଗଲପୁର ଅଗ୍ନିଶମ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ଅଗ୍ନିଶମ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ନେଇ ବିଭାଗୀୟ କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଗତ ୨୦୨୨ ମସିହାରୁ ପୋଲିସ ହାଉସିଂ ବୋର୍ଡ ତରଫରୁ ନୂତନ କ୍ୱାର୍ଟରମାନ ପାଇଁ ଅନୁମୋଦନ ହୋଇଥିବା ବେଳେ ୨
Read More...

ସଡକ ଦୁର୍ଘଟଣାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଲେପାଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ମାଲଗୋଦାମପଡାର ରଞ୍ଜିତ ସୁନା(୨୯) ନିଜ ଘରୁ ବାହାରି ନିକଟସ୍ଥ ସାଲେପାଲି ଗ୍ରାମକୁ ବାଇକ୍‌
Read More...

ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଭେଟି ନିଜର ଦାବୀ ଜଣାଇଲେ ସରପଞ୍ଚ ସଂଘ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଗସ୍ତରେ ଗତକାଲି ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଆସିବା ଖବର ପାଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସରପଞ୍ଚ ସଙ୍ଘର ସଦସ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଂଘ ସଭାପତି ବୀରବର ସାହୁଙ୍କ ନେତୃତ୍ୱରେ
Read More...

ମ.ରାମପୁର ରାମଲୀଳା ମହୋତ୍ସବ

ଆରଣ୍ୟକ କାଣ୍ଡରେ ହଜାର ହଜାର ଦର୍ଶକଙ୍କ ସମାହାରଆଜି ହେବ କିସ୍କିନ୍ଧ୍ୟା ଓ ସୁନ୍ଦରାକାଣ୍ଡ ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ଦଶମ ଶ୍ରୀ ରାମଲୀଳା ମହୋତ୍ସବର ତୃତୀୟ ରଜନୀରେ ମଞ୍ଚସ୍ଥ ଆରଣ୍ୟକ କାଣ୍ଡରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ
Read More...

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ
Read More...

ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଦୀର୍ଘଦିନରୁ ସାମ୍ବାଦିକମାନେ
Read More...

୩୪ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ଉଦ୍‌ଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୪ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି ।
Read More...

ଲୋଇସିଂହା ବନ ବିଭାଗର ଚଢ଼ାଉ : ବିପୁଳ ପରିମାଣର ଖଇର କାଠ ଜବତ, ୨ ଗିରଫ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବନ ବିଭାଗ ପକ୍ଷରୁ ଆଗଲପୁର ଥାନା ମହାକୁରପାଲି ଗ୍ରାମରେ ଆଜି ଭୋରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଖଇର କାଠ ଜବତ କରାଯାଇଛି । ଏଥିସହିତ ଆଗଲପୁର ଥାନା ନୂଆପାଲି ଗ୍ରାମର ଜଗଦୀଶ ବଡ଼କା ଓ
Read More...

ଭିନ୍ନକ୍ଷମ ତିନି ଭାଇ ଭଉଣୀଙ୍କ ଜମି ହଡପ ମାମଲା : ଖବରଦାତା ସମ୍ମିଳନୀରେ କଲେ ପ୍ରକାଶ

ବଡ ଭଉଣୀର ପୁଅ ଦ୍ୱାରା ହଡପ ଅଭିଯୋଗ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝରଣି ପଂଚାୟତ ରାମୋଡ ଗାଁର ତିନି ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପୈତୃକ ସଂପତ୍ତିକୁ ବଡ ଭଉଣୀର ପୁଅ ଦ୍ୱାରା ଜମି ହଡପ ଅଭିଯୋଗରେ ରବିବାର ଦିନ ଏକ ଖବରଦାତା ସମ୍ମିଳନୀ ରାମୋଡ ଗାଁରେ
Read More...

ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ ପକ୍ଷରୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନରୁ ପ୍ରତିନିଧିତ୍ଵ କରୁଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି
Read More...