ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ଛତ୍ରପୁରର ବିମଳ ପଣ୍ଡା ମନୋନୀତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ବିମଳ କୁମାର ପଣ୍ଡା ମନୋନୀତ ହୋଇଥିବା ରାଜ୍ୟ ବିଜେଡ଼ି ଦଳୀୟ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଳାଇ ଆସୁଥିଲେ । ୨୦୨୪!-->…
Read More...
Read More...