ସମ୍ବଲପୁର ହିଂସା ଘଟଣାକୁ ନେଇ ଆଜି ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ପାଳନ
ଭୁବନେଶ୍ୱର : ସମ୍ବଲପୁର ହିଂସା ଘଟଣାକୁ ନେଇ ବୁଧବାର ୧୪ ଟି ଜିଲ୍ଲାରେ ୧୨ଘଣ୍ଟିଆ ହରତାଳ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ । ଏହି ଆନ୍ଦୋଳନ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ!-->!-->!-->…
Read More...
Read More...