Daily Archives

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ୧୪ ନମ୍ୱର ୱାର୍ଡର ଜାମ୍‌ ଥିବା ନାଳ ହେଲା ସଫା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ହେଉଛି ମୌଳିକ ସୁବିଧା ତା'ସାଙ୍ଗକୁ ସହରର ବିକାଶ କାର୍ଯ୍ୟ ଅନ୍ୟତମ । ସହରକୁ ସଫା ସୁତୁରା ରଖିବା ପୌରପରିଷଦର ଦାୟିତ୍ଵ । ଗତକାଲି ଆମେ ୱାର୍ଡ ନମ୍ବର ୧୪ରେ
Read More...

ତୁଷୁରା ଏନ୍‌ଏସିର କାଉନସିଲର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏସିର ସଭାଗୃହରେ ଶନିବାର କାଉନସିଲର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ସହରକୁ ସୁନ୍ଦର କରିବା ସହ
Read More...

ଆହୁରି ସୁଦୃଢ଼ ହେଉଛି ରାଜ୍ୟର କୋଣ ଅନୁକୋଣରେ ବିଜୁ ସେତୁ ଯୋଗେ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର କୋଣ ଅନୁକୋଣରେ ବିଜୁ ସେତୁ ଯୋଗେ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେଉଛି । ଲୋକଙ୍କୁ ଉନ୍ନତ ଯାତାୟତ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ‘ବିଜୁ ସେତୁ’ ଯୋଜନାର ସମୟସୀମା ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିପାଇଁ ଅତିରିକ୍ତ
Read More...

କେନ୍ଦୁଭଟାରେ ଆନ୍ତର୍ଜାତୀୟ ମିଲେଟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ପାଳନ ଅବସରରେ ଓଡିଶା ମିଲେଟ ମିଶନ ତରଫରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ ଦେବଦତ୍ତ କ୍ଲବ ତାଲିମ ଗୃହଠାରେ ପଂଚାୟତ ପ୍ରତିନିଧିମାନଙ୍କୁ ନେଇ ଏକ ମିଲେଟ ସମାରୋହ ପାଳନ କରାଯାଇଛି । ଏହି ଅବସରରେ ଗାଇସିଲେଟ
Read More...

ଖରସେଲପଡାରେ ବାହାଘର ଭୋଜି ପରଷୁଥିବା ସମୟରେ କରେଣ୍ଟ ଲାଗି ଜଣେ ମୃତ

ବଲାଙ୍ଗିର, (କେପିଏନଏସ) : ବାହାଘର ଭୋଜି ପରଷୁଥିବା ସମୟରେ ବିଦ୍ୟୁତ କରେଣ୍ଟ ଲାଗି ଜଣେ ମୃତ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହର ଖରସେଲପଡାରେ | ରାତିରେ କ୍ଷମା ସାହୁଙ୍କ ଝିଅ ଙ୍କ ବାହାଘର ଥିଲା | ଅନ୍ୟ ବନ୍ଧୁବାନ୍ଧବ ଙ୍କ ସହିତ ନିଜ ସମ୍ପର୍କୀୟ ଘରକୁ ବାହାଭୋଜୀ ଖାଇବା
Read More...