Daily Archives

ମେ’ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ମେ' ମାସର ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ' ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ବର୍ତ୍ତମାନର ଆକଳନ
Read More...

ଇଲେକ୍ଟ୍ରୋନିକ୍ସ ଦୋକାନ ଗୋଦାମ ଗୃହରେ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଗୋପାଲଜୀ ମନ୍ଦିର ସାମ୍ନା ଏକ ଇଲେକ୍ଟ୍ରୋନିକ୍ସ ଦୋକାନର ଗୋଦାମ ଗୃହରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡିଛି । ଏହି ଦୋକାନର ମାଲିକ ଲଲିତ ବାରିକ୍ ବୋଲି ଜଣାପଡିଛି । ତେବେ ଗୋଦାମରେ ଥିବା କିଛି ପଙ୍ଖା, କୁଲର୍‌, ଅନ୍ୟ
Read More...

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବିଲେଇସର୍ଡା ଗ୍ରାମଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଗାଁର ବବୁଲୁ ପ୍ରଧାନ(୨୬) କୌଣସି କାମରେ
Read More...

ଭାଜପାର ବିଧାନସଭାସ୍ତରୀୟ ୧୦୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପାଳନ ନେଇ ପ୍ରସ୍ତୁତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଭାରତୀୟ ଜନତା ପାର୍ଟିର ଅପ୍ରେଲ ୩୦ ତାରିଖ ହେବାକୁ ଥିବା ୧୦୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ତୁରେକେଲା ବ୍ଲକ
Read More...

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୧ ମୃତ

ଭଣ୍ଡାରିପୋଖରୀ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ । କାର୍‌ଟି ଦ୍ରୁତ ଗତିରେ ଆସି ଛିଡ଼ା ହୋଇଥିବା ଟ୍ରକ୍‌ ପଛକୁ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଆଜି ସକାଳେ ଏହି
Read More...

ସଇଁତଲା ଓକିଲ ସଂଘ ତରଫରୁ ଆଇନଜୀବୀ ଦିବସ ପାଳିତ, ବରିଷ୍ଠ ଆଇନଜୀବୀ ରାଧେଶ୍ୟାମଙ୍କୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଓକିଲ ସଂଘର ସଭାଗୃହରେ ମଧୁବାବୁ ଜନ୍ମ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ସହିତ ମଧୁବାବୁଙ୍କ ଫଟୋରେ ମୁଖ୍ୟଅତିଥି ଏବଂ ଓକିଲ ସଂଘର ସମସ୍ତ ସଦସ୍ୟମାନେ
Read More...

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ଚଟୁଅନକା ସ୍ଥିତ ଶ୍ରୀଗୋପାଳ ଗୋଶାଳାଠାରେ ଶୁକ୍ରବାର ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ତୁରେକେଲା ପ୍ରାଣୀ ଚିକିତ୍ସକ ଡ. ପ୍ରବୀଣ ପ୍ରଧାନଙ୍କ ସହ ଏକ ଟିମ୍‌ ଆସି ଗୋଶାଳାରେ ଥିବା ୨ ଶହ ଗୋରୁଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ
Read More...

ଗାଈ ଚୋରି ଅଭିଯୋଗ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ଚଣାବାହାଲ ଗ୍ରାମର ଚାଷୀ ନାଭ ପାତ୍ର(୫୦)ଙ୍କ ଏକ ବଡ ଦୁଧିଆଳି ଗାଈକୁ ଦୁର୍ବୃତ୍ତମାନେ ଗୁରୁବାର ଅପରାହ୍ନରେ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଚୋରି କରି ନେଇଥିବା ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି । ଗାଈଟି ଗାଁର ଏକ ଜମିରେ ଚରୁଥିବା ବେଳେ
Read More...

ମଧୁସୂଦନ ଶିକ୍ଷା ନିବାସରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ ମଧୁସୂଦନ ଶିକ୍ଷା ନିବାସଠାରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଭାଗିନୀ ମୁଦାଲିଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବାଜିରାଉତ ଶିକ୍ଷା ନିକେତନରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସ୍ୱାଭିମାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଓଡ଼ିଆ ଜାତିର ସ୍ୱାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ
Read More...