Daily Archives

ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧୀଙ୍କୁ ଧରପଗଡ଼ ଉଦ୍ୟମ

୭ ଜଣ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ବେଳେ ୪ ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତିଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ଦୃଢ଼ ପଦକ୍ଷେପ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ଭଳି ବଡ଼ବଡ଼ ଅପରାଧରେ ଜଡ଼ିତ ଘଟଣାରେ ମୋଟ୍ ୬ଟି ପୃଥକ୍‌
Read More...

ସୁକତେଲ ଆଁରେ ବିଲୀନ ଜଙ୍ଗଲ ପରିବେଶ : ଆଂଶିକ କ୍ଷତିଗ୍ରସ୍ତ ଲୋକେ ଆତଙ୍କିତ

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଏବେ ଆପାତତଃ ଶେଷ ପର୍ଯ୍ୟାୟରେ । ଆଗାମୀ ଜୁଲାଇ ମାସରେ ବନ୍ଧରେ ପାଣି ରଖାଯିବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ଏସବୁ ଭିତରେ ଏବେ ଜଳମଗ୍ନ ହେଉଥିବା ଅଞ୍ଚଳର ଲକ୍ଷ ଲକ୍ଷ ଗଛ କଟା ଚାଲିଛି । ଏହା ସହିତ ଏହିସବୁ ଅଞ୍ଚଳରେ
Read More...

ପ୍ରାରମ୍ଭ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ, ବଲାଙ୍ଗିରଙ୍କ ସହଭାଗିତାରେ ପରିଚାଳିତ ପ୍ରାରମ୍ଭ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ସାଧନ କର୍ମୀ ପ୍ରିୟମ୍ବଦା ଦାସ, ବେଣୁଧର ମାଝୀ, ରଶ୍ମିତା ମହାନ୍ତି ଓ
Read More...

ମହୁଲ ବୋଝେଇ ମିନିଟ୍ରକ୍‌ ଜବତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗାଁରୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଏକ ମହୁଲ ବୋଝେଇ ମିନିଟ୍ରକକୁ ଜବତ କରିଛି । ଗାଡିରୁ ୭୫ଟି ବସ୍ତାରେ ୩୦ କ୍ୱିଣ୍ଟାଲ ମହୁଲ ରହିଥିଲା । ଜବତ ମିନିଟ୍ରକ୍‌ (ଓଡି୦୩ସି ୪୧୫୦) ମୁରିବାହାଲର ବ୍ୟବସାୟୀ
Read More...

ଗଞ୍ଜେଇ ବୋଝେଇ କାର୍ ଜବତ, ୨ ଗିରଫ

ଲମତାପୁଟ : ଗଞ୍ଜେଇ ବୋଝେଇ କାର୍ ଜବତ, ୨ ଗିରଫ । କୋରାପୁଟ ଜିଲ୍ଲା ଲମତାପୁଟ ନିକଟ କନାଗାଁ ଛକ ନିକଟରେ ଗଞ୍ଜେଇ ବୋଝେଇ କାର୍‌ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଛକୁଣ୍ଡ ପୋଲିସ । ସୂଚନା ଅନୁଯାୟୀ, କନାଗାଁ ଛକ ନିକଟରେ ଏକ କାର୍‌କୁ ଯାଞ୍ଚ କରିବାରୁ କାର୍ ଭିତରେ ୪ଟି ବସ୍ତାରେ ୯୬
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ

ଭୁବନେଶ୍ୱର : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ । ମଧୁବାବୁଙ୍କ ଜନ୍ମ ଉତ୍ସବ ପାଇଁ ଚଳଚଞ୍ଚକ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭମାପୁର । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନିଜର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଜି
Read More...

ଦେଓଗାଁ ବ୍ଲକରେ ରୂପାନ୍ତରିତ ହାଇସ୍କୁଲ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଦଳୁଛି ହାଇସ୍କୁଲର ରୂପରେଖ । ୫-ଟି ଅଧୀନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳୁଛି ସ୍କୁଲର ନକ୍ସା । ନୂଆ ରୂପରେ ସଜେଇ ହୋଇଥିବା ଦେଓଗାଁ ବ୍ଲକର ୫ ଖଣ୍ଡ ସ୍କୁଲକୁ ଭିଡିଓ କନଫରେନ୍ସ ଯୋଗେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Read More...

ଦେଓଗାଁ ହାଇସ୍କୁଲରେ ଓଷ୍ଟା ସାଙ୍ଗଠନିକ ସମ୍ମିଳନୀ

ବ୍ଲକ ସ୍ତରରେ ନୂତନ କର୍ମକର୍ତ୍ତା ମନୋନୀତ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଦେଓଗାଁ ବ୍ଲକସ୍ତରୀୟ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଙ୍ଗଠନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଦେଓଗାଁ ହାଇସ୍କୁଲର
Read More...

ଶିରାବାହାଲରେ ବନ ବିଭାଗର ଚଢ଼ାଉ : କାଠଗଣ୍ଡି ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଞ୍ଜ ଅନ୍ତର୍ଗତ ଶିରାବାହାଲ ଗାଁରେ ବନ ବିଭାଗ ଚଢ଼ାଉ କରି କାଠଗଣ୍ଡି ଜବତ କରିଥିବା ଜଣାପଡ଼ିଛି । ଦେଓଗାଁ ଫରେଷ୍ଟ ସେକ୍ସନର ଶିରାବାହାଲ ଗାଁରେ ଗତ ବୁଧବାର ରାତିରେ ଦେଓଗାଁ ରେଞ୍ଜର ବନ କର୍ମଚାରୀମାନେ ଜନୈକ ବ୍ୟକ୍ତିଙ୍କ ବିଳରେ ଚଢ଼ାଉ କରି
Read More...

ଡାକୋଟା ବିମାନ ପରିଦର୍ଶନ କଲେ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି ଗତକାଲି ଭୁବନେଶ୍ଵର ବିମାନ ବନ୍ଦରରେ ରଖାଯାଇଥିବା ଡାକୋଟା ବିମାନ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ CTOdisha ପ୍ରମୁଖ ଶାସନ ସଚିବ
Read More...