Daily Archives

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ କାଉନସିଲର କାଉନସିଲରଙ୍କ ମଧ୍ୟରେ ତୁ ତୁ… ମେ ମେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବଲାଙ୍ଗିର ପୌର ପରିଷଦର କାଉନସିଲର କାଉନସିଲରଙ୍କ ମଧ୍ୟରେ ତୁ ତୁ…ମେ ମେ ଅବସ୍ଥା ଦେଖିବାକୁ ମିଳିଛି । ୧୫ ନଂ ୱାର୍ଡର କାଉନସିଲର ମହେନ୍ଦ୍ର ବାଗ ତାଙ୍କ ୱାର୍ଡର ହିତାଧିକାରୀଙ୍କ ପାଇଁ ନିଜ ୱାର୍ଡରେ ପିଡିଏସ୍‌
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ୍‌ଜ୍ୟୁକୁଟିଭ୍‌ ବଡି ମିଟିଙ୍ଗ ସିଦ୍ଧଶଙ୍କର ଆଇରନ ଷ୍ଟୋର ଶାନ୍ତିପଡାଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସାଧରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପୂର୍ବ ବୈଠକର ବିବରଣୀ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚାଲିଥିବା ସଂକୁଳସ୍ତରୀୟ ସାମୂହିକ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ସଂକୁଳ ସଂଯୋଜକ ତଥା ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ସ୍ଵାଭିମାନ ଦିବସ ପାଳନ କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ପଧାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିଷୟରେ
Read More...

ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିକୁ ସବୁଜ ପତାକା ଦେଖାଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲା ମହକୁମା ଛତ୍ରପୁର କଲେକଟ୍ରେଟ୍ ପରିସରରେ ଏହି ସଚେତନତା ଗାଡ଼ିର ଶୁଭାରମ୍ଭ ହୋଇଛି । ଉଦ୍‌ଘାଟନୀ
Read More...

ସାମ୍ବାଦିକଙ୍କୁ ଟାର୍ଗେଟ ନକରି ତୁଷୁରା ସହରର ଜବରଦଖଲ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କୁ ଦାବୀ କଲା ଓଡିଶା କର୍ମଜୀବୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କୁ ଟାର୍ଗେଟ ନକରି ତୁଷୁରା ସହରରେ ବେଆଇନ ଭାବେ ଜବରଦଖଲ କରିଥିବା ଜମିକୁ ଉଚ୍ଛେଦ କରିବାକୁ ଶୁକ୍ରବାର ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି ଓଡିଶା କର୍ମଜୀବୀ
Read More...

ମା’ ସାହାଜୀ ଯୁବକ ସଂଘର ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ବେଶ ପରିଚିତ ମା' ସାହାଜୀ ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ
Read More...

ଗୋଳାବାରୁଦ କାରଖାନାରେ ଅଘଟଣ : ବିସ୍ଫୋରଣ ଘଟି ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବଡ଼ମାଳ ଗୋଳାବାରୁଦ କାରଖାନାର ୟୁନିଟ ନମ୍ୱର୍ ୩ରେ କାମ ଚାଲୁଥିବା ବେଳେ ହଠାତ୍ କେମିକାଲ ମିଶ୍ରଣ
Read More...

ଦେଶୀମଦ ଜବତ, ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ଥାନା କୁରୁଲ ଗାଁରେ ୨୨ ଲିଟର ଦେଶୀମଦ ଜବତ କରି ଦୁଇଜଣଙ୍କୁ ଗିରଫ୍‌ କରିଛି ପୁଲିସ । ଗିରଫ ଦ୍ୱୟ ହେଲେ ତ୍ରିନାଥ ସେଠ(୩୪) ଏବଂ ଭକ୍ତବନ୍ଧୁ ପଟେଲ (୪୦) । ସୂଚନା ଅନୁସାରେ ଗାଁରେ ଉକ୍ତ ଦୁଇ ଅଭିଯୁକ୍ତ ବେଆଇନ ଭାବେ ମଦ ବିକ୍ରି କରୁଥିବା ଖବର ପାଇ
Read More...

ବ୍ରହ୍ମପୁରର ତେଲୁଗୁ ଝିଅ ଟି.ତୁଲିକା ରେଡ୍ଡୀ ‘ପ୍ରଜ୍ଞା ପ୍ରତିଭା’ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ରାମହରିନଗର ନିବାସୀ ଟି.ପରିକ୍ଷିତ ରେଡ୍ଡୀ ଓ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ୍ ଉଚ୍ଚ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଆର୍.ଜମୁନା ରେଡ୍ଡୀଙ୍କ କନ୍ୟା ଟି.ତୁଲିକା ରେଡ୍ଡୀ ଜଣେ ନୃତ୍ୟାଙ୍ଗନା ଭାବେ ରାଜ୍ୟସ୍ତରୀୟ
Read More...