Daily Archives

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସିଆଇଟିୟୁ ପକ୍ଷରୁ ଦାବୀ : ରାଜ୍ୟ ସରକାର ଏ ଦିଗରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସିଆଇଟିୟୁ ପକ୍ଷରୁ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ
Read More...

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବହନ ଶ୍ରମିକ ପରିବାରକୁ ସିଆଇଟିୟୁ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାରଳା ବସ୍‌ର କଣ୍ଡକ୍ଟର ତଥା ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ (ସିଆଇଟିୟୁ)ର ସଦସ୍ୟ ଅରୁଣ କୁମାର ମହାନ୍ତଙ୍କ ପରିବାରକୁ ନୂଆ ବସ୍‌ଷ୍ଟାଣ୍ଡରେ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ୟୁନିୟନ ପକ୍ଷରୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଗୀତିକବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

ଜୟଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟ କାଳଜୟୀ ହୋଇପାରିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରବିବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ - ୨୦୨୩
Read More...

ଆସିଲା ମୃତ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ

ବୁର୍ଲା : ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁର କାରଣ ଖୋଜା ସରୁନି । ତେବେ ମୃତ ଚିନ୍ମୟୀଙ୍କ ଭିସେରା ରିପୋର୍ଟ ଆସିଛି । ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ ପି ବି. ଗଙ୍ଗାଧର । ସେ
Read More...

‘ବାବୁରେ’ ସମ୍ବଲପୁରୀ ଗୀତ ସୁଟିଂ ଆରମ୍ଭ

ସଇଁନ୍ତଲା, (କେପିଏନ୍‌ଏସ୍‌) : କଳା, ସଂସ୍କୃତି, ପରମ୍ପରାକୁ ନେଇ ପଶ୍ଚିମ ଓଡିଶା ସବୁବେଳେ ଗର୍ବିତ । ତେବେ ଗୋଟିଏ ନୃତ୍ୟରେ ଦୁଇଟି ଭାଷାରେ ସମ୍ବଲପୁରୀ କୋଶଲି ଗୀତ 'ବାବୁରେ' ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଗୀତଟି ଛତିଶଗଡ଼ି ଓ କୋଶଲି ଭାଷାରେ ମୁକ୍ତି ଲାଭ କରିବାକୁ ଯାଉଛି । ପଶ୍ଚିମ
Read More...

ବିନା ଓରେରା ଅନୁମତିରେ ବିକ୍ରି ହେଉଛି ଜମି, ସରକାରଙ୍କ ରାଜସ୍ୱ ହାନୀ : ସାଧାରଣରେ ଆଲୋଚନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକ ସଂଖ୍ୟା ବଢ଼ିବା ସାଙ୍ଗକୁ ଘର ନିର୍ମାଣ ସଂଖ୍ୟା ବି ବଢ଼ି ଚାଲିଛି । ଜମି ଖଣ୍ଡିଏ ନିଜ ଦର ଅନୁଯାୟୀ ଖୋଜି ପାଇବା ଭାରି କଷ୍ଟକର ବ୍ୟାପାର ହୋଇଗଲାଣି । ଜମି ବିକ୍ରି ବ୍ୟବସାୟ ଏବେ ପ୍ରାୟତ ସବୁ ଆଡ଼େ ମାଡ଼ି ଚାଲିଛି । ଜମି ମାଲିକ ମଧ୍ୟ
Read More...

ଜୟଦେବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୀତଗୋବିନ୍ଦର ରଚୟିତା ମହାନ ଉତ୍କଳୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଜନ୍ମସ୍ଥାନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ କେନ୍ଦୁବିଲ୍ୱଠାରେ ପାଳିତ ହୋଇଯାଇଛି । ଏଥିରେ ଜୟଦେବ ନିର୍ବାଚନ ମଣ୍ତଳୀ ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ କାବ୍ୟ
Read More...

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତି ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରା ଆରମ୍ଭରେ ମା' ବୁଢ଼ୀ ଠାକୁରାଣୀଙ୍କ ଆଦେଶ କ୍ରମେ ଦୁର୍ଗାଦେବୀ ସାହି ସ୍ଥିତ ମା' ଦୁର୍ଗାଦେବୀଙ୍କ ପୀଠରୁ ଧଣ୍ଡା ଫୁଲମାଳ ଗଲା ପରେ ମା'ଙ୍କ ଯାତ୍ରା
Read More...