Daily Archives

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା-କପସିଲା ରାସ୍ତାର ନାଳାଠାରେ କପସିଲା ଗାଁର ରୋହିତ ରଣା(୩୪) ନାମକ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ
Read More...

ଗ୍ରାମ ରୋଜଗାର ସେବକଙ୍କ ବିରୁଦ୍ଧରେ ମନରେଗାରେ ଟଙ୍କା ଆତ୍ମସାତ ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ହଲନଭଟା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କ ବିରୁଦ୍ଧରେ ମନରେଗାରେ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଅବର୍ଣ୍ଣ ପ୍ରଧାନଙ୍କ କହିବା ଅନୁସାରେ ବିଜୁ ପକ୍କାଘର ଯୋଜନାରେ ଘର
Read More...

କୀଟନାଶକ ଔଷଧ ଖାଇ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଟୁରାପାଲି ଗାଁ ଠାରେ କୀଟନାଶକ ଔଷଧ ଖାଇ ଯୁବକଙ୍କ ବଲାଙ୍ଗିର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି କୁଟୁରାପାଲି ଗାଁର କେଶବ ବଗର୍ତ୍ତୀ(୩୫) କୀଟନାଶକ ଔଷଧ ଖାଇ ଅସୁସ୍ଥ
Read More...

ମୁହଁରେ ତୂଳୀ ଧରି ଉନ୍ନୟନ କମିଶନରଙ୍କ ପ୍ରତିଛବି ଆଙ୍କିଲେ ପାୟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାତଗୋଡ଼ ହରାଇଥିବା ପାୟଲ ନାଗ ନିଜ ମୁହଁରେ ତୂଳୀ ଧରି ପୁଣି ଏକ ସୁନ୍ଦର ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ର ହେଉଛି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରତିଛବି, ଯାହାକୁ ସେ ଭେଟି ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଯମୁନାବାହାଲ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସ୍ଵର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଓଡିଶା ପଶ୍ଚିମ ପ୍ରାନ୍ତର ଆଭାଷି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତା'ର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହାର ପ୍ରସ୍ତୁତି ପାଇଁ ଏକ ଅନ୍‌ଲାଇନ ବୈଠକ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରାନ୍ତ ଦାୟିତ୍ଵରେ ଥିବା କେନ୍ଦ୍ରୀୟ
Read More...

ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର କରି ଲାଭବାନ ହେଉଛନ୍ତି ବନ ସଂରକ୍ଷଣ ସମିତି

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ରାଜ୍ୟର ଅବକ୍ଷୟିତ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ସାରା ରାଜ୍ୟରେ ଥିବା ବିଭିନ୍ନ ବନଖଣ୍ଡରେ ୧୬୧୨୮ରୁ ଅଧିକ ବନସୁରକ୍ଷା ସମିତି ଗଠନ କରାଯାଇଛି । ଏହି ସମିତିର ସହଯୋଗରେ ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର କରିବା ସହିତ ଲୋକଙ୍କ ଜୀବନ
Read More...

ସୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଧାନ ଶିକ୍ଷକ ନିଳମ୍ବିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ ସୋଲ୍ ଗ୍ରାମରେ ଥିବା ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରାଯାଇଛି । ମିଳିଥିବା ସୂଚନା ମୁତାବକ ଗତ
Read More...

ଶାନ୍ତି ସ୍ଥାପନ ପାଇଁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ସେକ୍ଟର ୬ ଗଞ୍ଜାମ ପଲ୍ଲୀ ଅଙ୍ଗନବାଡି କେନ୍ଦ୍ରଠାରେ ଶାନ୍ତି, ଦ୍ୱନ୍ଦ ତଥା ସମାଧାନ ଶୀର୍ଷକ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲବର ଅଧ୍ୟକ୍ଷା ରୋଟାରିଆନ ଆନାବେଲ ଡିସୌଜା
Read More...