Daily Archives

ଜଳେଶ୍ଵର ଶୈବପୀଠରେ ହନୁମାନ ମନ୍ଦିର ଓ ପରାୟଣ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନଅଗାଁ (ଖ) ପଞ୍ଚାୟତ ସାନଟିକା ଗ୍ରାମରେ ଥିବା ଜଳେଶ୍ଵର ଶୈବପୀଠରେ ହନୁମାନ ମନ୍ଦିର ଓ ପରାୟଣ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ପରାୟଣ ପଠନ ଓ ରାତ୍ରୀରେ କଂସ ଦରବାର ଦଣ୍ଡ ଯାତ୍ରା ଦଳ ଭଳି ସାଂସ୍କୃତିକ
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହର ମୁଖ୍ୟ ଡାକଘର ସମ୍ମୁଖରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବଲାଙ୍ଗିର
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀସେତୁ ପ୍ରକଳ୍ପ ଅଗ୍ରଗତି ବୁଲି
Read More...

ଓଲଟିଲା ଚୂନ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର୍‌

ବାସୁଦେବପୁର : ଓଲଟିଲା ଚୂନ ବୋଝେଇ ଟ୍ରକ୍‌ । ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର କୋଷ୍ଟ କେନାଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଧାମରା ରାସ୍ତାର କୋଷ୍ଟ କେନାଲ ନିକଟରେ ଏକ ଚୂନ ବୋଝେଇ ଟ୍ରକ୍‌ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଅଳ୍ପକେ ହେଲ୍‌ପର୍‌ ବଞ୍ଚି
Read More...

ନୂଆପଡାରେ ପୁଣି ବାଘ ଆତଙ୍କ : ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡାରେ ପୁଣି ବାଘ ଆତଙ୍କ । ଧରମବନ୍ଧା ବିଟ୍ ସିଲାରିବାହାରା ଗାଁ ପାଖ ଜଙ୍ଗଲରେ ମାତାଲ ହୋଇ ବୁଲୁଛି ବାଘ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବନ ବିଭାଗ । ଶନିବାର କଲମିଦାଦରରେ ଏକ ବାଛୁରୀକୁ ଖାଇଥିବା ବେଳେ ଆଜି ପାୱାରତଲା ଗାଁରେ ପୁଣି
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଗର ଧରୁଆଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଗର ଧରୁଆ ୦୯.୦୨.୧୯୫୧ ମସିହାରେ ଲୁଚକିବନ୍ଧ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଗ୍ରାମର ପ୍ରଥମ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସରକାରୀ ଚାକିରିଆ ମଧ୍ୟ
Read More...

ଅଗ୍ନିଶମ ସେବା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଗ୍ନିଶମ ବାହିନୀ କାର୍ଯ୍ୟାଳୟରେ ଅଗ୍ନିଶମ ସେବା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ସରକାରୀ ଅଗ୍ନିଶମ ଅଧିକାରୀ ରବୀନ୍ଦ୍ର ପରିଡା ଉଦ୍‌ଘାଟନ କରିଥିଲେ । ଏପ୍ରିଲ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସହିଦ ସପ୍ତାହ ଭାବେ
Read More...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଫୁଡ଼୍‌ ଫେଷ୍ଟିଭାଲ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରନ୍ଧନ ବିଦ୍ୟା ଅନ୍ତର୍ଭୁକ୍ତ ହୋଇ ରହିଛି । ଏହାକୁ ଏକ କଳା ଭାବରେ ଗ୍ରହଣ
Read More...

୧୭ରୁ ସକାଳୁଆ ପାଠପଢା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏପ୍ରିଲ ୧୭ରୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ସ୍ଥଳବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି
Read More...

ପାଟଣାଗଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପାଟଣାଗଡ ଗଂଗାଧର ପାର୍କଠାରେ ଗତ ୧୪ ତାରିଖ ଦିନ ମହାବିଷୁବ ମିଳନ ମହାସମାରୋହରେ ପାଳତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସାହିତ୍ୟ ସଭା ଓ ମୁଖପତ୍ର "ତ୍ରିଶକ୍ତି "ସାହିତ୍ୟ
Read More...