Daily Archives

ବୈଶାଖୀ ଆସର ଅନୁଷ୍ଠିତ : ଚୁଆ-ଚନ୍ଦନର ବାସରେ ମହକିଲା ପଥପ୍ରାନ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ବ୍ଲକଛକ ନ୍ୟୁ ମାର୍କେଟ ପରିସରରେ ସୃଜନର ଚନ୍ଦନ ଛିଟା ବୈଶାଖୀ ଆସର ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ, ନୃତ୍ୟ, ଚିତ୍ର ଓ କବିତାର ବର୍ଣ୍ଣିଳ ଆସର "ବୈଶାଖୀ-୨୦୨୩" କାର୍ଯ୍ୟକ୍ରମରେ ବିଭିନ୍ନ ରୂପ ଓ ରଙ୍ଗ ପରଶି ଥିଲେ ଅନେକ ସୃଜକ ।
Read More...

ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡବିଧାନ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମେରୁ ସଂକ୍ରାନ୍ତିରେ ଶେଷ ଦଣ୍ଡବିଧାନ ପ୍ରଦର୍ଶନ ହୋଇଯାଇଛି । ଯାହାକି ପାଟ-ଭୋକ୍ତାଙ୍କ ମେରୁ ବନ୍ଧନରୁ ଶେଷ ହୋଇଛି । ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଦଣ୍ଡବିଧାନ ଯାତ୍ରା । ମେରୁ ବନ୍ଧନରେ
Read More...

କିଲଟରୀ ସମ୍ମୁଖ ଓଁକାର ଛକରେ ମଧ୍ୟାହ୍ନରେ ଚଲ୍ହା ପାଣି ଓ ସନ୍ଧ୍ୟାରେ ମିଠା ପଣା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବିଷୁବ ପଣା ସଂକ୍ରାନ୍ତି ଓ ପବିତ୍ର ହନୁମାନ ଜୟନ୍ତୀ ସୁଖଦ ଅବସରରେ ସାରା ବଲାଙ୍ଗିର ସହରରେ ଭକ୍ତିମୟ ପରିବେଶ ପରିଲକ୍ଷିତ ହୋଇଥିବା ବେଳେ ସହର ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବଗୋଷ୍ଠୀ କିଲଟରୀ ସମ୍ମୁଖ
Read More...

ବିଜେପି ପକ୍ଷରୁ ପଣା ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଜେପି କର୍ଲାମୁଣ୍ଡା ମଣ୍ଡଳ ତରଫରୁ ରାଜପୁର ପଂଚାୟତ ଅନ୍ତର୍ଗତ ସୁରୁଜୁଲି ଗ୍ରାମରେ ପଣା ସଂକ୍ରାନ୍ତି ଓ ବାବା ସାହେବ ଡ଼ ବି.ଆର ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ, ରାଜପୁର ପଞ୍ଚାୟତର ୬୫ଜଣ
Read More...

ହନୁମାନ ଜୟନ୍ତୀ ଉପଲକ୍ଷେ ରାଲି

କଳାହାଣ୍ଡି, (ନରୋତ୍ତମ ସେଲମା) : ହନୁମାନ ଜୟନ୍ତୀ ଅବସରରେ ରିଷିଡା ସଲଣ୍ଡିଆମୁଣ୍ଡା ହନୁମାନ ଜୟନ୍ତୀ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏଥିରେ ଭାଗନେଇ ଥିବା ବେଳେ ପିଲାମାନଙ୍କୁ ହନୁମାନ ବେଶରେ ସଜ୍ଜିତ କରାଯାଇଥିଲା ।
Read More...

ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସାମାଜ ପାଇକମାଲ ବ୍ଲକର ନୃସିଂହନାଥଠାରେ ଭାରତର ରତ୍ନ ଆଇନ୍ ପ୍ରଣେତା ଡ. ବି.ଆର୍. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ କରାଯାଇଥିଲା ଏଥିରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସଭାପତି, ସମ୍ପାଦକ, କୋଷାଧକ୍ଷ ଓ
Read More...

ରାମଜୀପଡାର ନାଟକ ୧୧ ଦିନରେ ମଂଚସ୍ଥ ହୋଇସାରିଛି ବାଲି ବଧ, ସୀତା ଠାବ, ଲଙ୍କାପୋଡି ସହ ସେତୁବନ୍ଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ପୁରାତନ ରାମଜୀ ନାଟକ ସଂସ୍ଥାର ରାମଲୀଳା ନାଟକ ସଦାଶିବଭଣତି ଗୁରୁଶ୍ରୀ ବାଲମୁକୁନ୍ଦଙ୍କ ନିର୍ଦ୍ଦେଶନାରେ ୧୪ ଦିନରେ ମଂଚସ୍ଥ ହୋଇଯାଇଛି । ନବମ, ଦଶମ ଓ ଏକାଦଶ ଦିବସରେ ବାଲିବଧ, ସୁଗ୍ରୀବଙ୍କ ରାଜ ଅଭିଷେକ, ହନୁମାନଙ୍କ ସୀତା ଠାବ, ଲଙ୍କାପୋଡି, ଅଶୋକ
Read More...

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରରେ ବିଷୁବ ମିଳନ ସହ ଓଡ଼ିଆ ନୂଆବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ଇଂ. ନବଘନ ସାହୁଙ୍କ ସଭାପତିତ୍ବରେ ଏବଂ ପାଠାଗାର ସଂପାଦକ ଡଃ ଗିରିଜା ଶଙ୍କର ଗୋସ୍ବାମୀଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ
Read More...

ଶ୍ରମିକ ନେତାଙ୍କ ମାତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ଶ୍ରମିକ ନେତା ତଥା ସମାଜସେବୀ ନିରଞ୍ଜନ ସାମଲଙ୍କ ମାତୃ ବିୟୋଗ ହୋଇଯାଇଛି । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସକାଳ ୭ଘଟିକା ସମୟରେ ସେକ୍ଟର -୨୦ ସ୍ଥିତ ଆର୍‌ଏସ୍‌ପି ବାସଗୃହରେ ଶ୍ରୀ ସାମଲଙ୍କ ମାତା ଉଜ୍ଜୟିନୀ ସାମଲ ୯୬ ବର୍ଷ
Read More...

ଖପ୍ରାଖୋଲର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ତଥା ଆଖପାଖ ଅଂଚଳର ବିଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ହନୁମାନ ଜୟନ୍ତୀ ଉତ୍ସବରେ ସାମିଲ ହେବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
Read More...