Daily Archives

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲା ନାଗରିକ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କମିଟି ତରଫରୁ ଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ଜିଲ୍ଲାର ଗଣ୍ୟମାନ୍ୟ ବ୍ୟକ୍ତିମାନେ ସାମିଲ ହୋଇ ସରକାରଙ୍କ
Read More...

ରୋତ ମହାବିଦ୍ୟାଳୟରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ମହବିଦ୍ୟାଳୟର ମୂଳ ଅଧ୍ୟକ୍ଷ, ପ୍ରାଧ୍ୟାପକ, ଅଧ୍ୟାପକ ଓ କର୍ମଚାରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ, ପ୍ରାଧ୍ୟାପକ ଧନଞ୍ଜୟ
Read More...

ସ୍ୱୟଂ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଅସ୍ମିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡ.ବିଭୁତି ପଣ୍ଡା ଓଡ଼ିଆ ଅସ୍ମିତାରେ ସାରଳା ମହାଭାରତ ଶୀର୍ଷକରେ ଆଲୋଚନା କରିଥିଲେ । ଓଡ଼ିଶାର
Read More...

ଟିଟିଲାଗଡ ବିଆର୍‌ସି ବିଲଡିଂରୁ ଗଡିଲା ଶିକ୍ଷା ସଚେତନତା ରଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ହିଁ ଜୀବନ ଗଢି ତୋଳିବାର ମୁଖ୍ୟ ସ୍ରୋତ । ଶିକ୍ଷା ଗ୍ରହଣ କଲେ ଜୀବନର ଲକ୍ଷ୍ୟ ହାସଲ କରି ହେବ । କୋଭିଡ ମହାମାରୀ ଆସିବା ଦିନଠାରୁ ସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ସେ ଭିତରୁ ଶିକ୍ଷା ବିଭାଗ ଅନ୍ୟତମ । କୌଣସି ପିଲା ଶିକ୍ଷା
Read More...

ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବ୍ଲକର ଜୁରାବନ୍ଧ, ତୁରେକେଲା, ଭାଲୁମୁଣ୍ଡା ପଞ୍ଚାୟତକୁ ଆଜି ଗସ୍ତ କରିଥିଲେ । ବିଭିନ୍ନ ଗାଁରେ
Read More...

ସାପ୍ତାହିକ ବଜାରରେ ରେଡକ୍ରସ ତରଫରୁ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ ଗ୍ରାମ ପଂଚାୟତ ସାପ୍ତାହିକ ବଜାରରେ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ତତ୍ୱାବଧାନ
Read More...

ମାଟିଲଗ୍ନାର ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ମାଲକାନଗିରିର ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ରାଇରଂଗପୁର କଲ୍ୟାଣୀ ମଣ୍ଡପଠାରେ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କିଶୋର
Read More...

ଢେଙ୍କିକୋଟ ଓଭର ବ୍ରିଜ୍‌ରୁ ୧୫ ଫୁଟ୍‌ ତଳକୁ ଓଳଟିଲା ଟ୍ରକ୍‌

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଏନ୍‌ଏଚ୍‌ ୨୦ ଢେଙ୍କିକୋଟ ଓଭର ବ୍ରିଜ୍‌ ଉପରୁ ସର୍ଭିସ ରୋଡ୍‌କୁ ଏକ ଚଉଦ ଚକିଆ ଟ୍ରକ୍‌ ଭାରସାମ୍ୟ ହରାଇ ଓଳଟି ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକ୍‌ଟି ପାରାଦୀପରୁ ଲୁହାପଥର ଖାଲି କରି ଦୃତଗତିରେ କେନ୍ଦୁଝର ଅଭିମୁଖେ
Read More...

କଣ୍ଟାବାଞ୍ଜିରେ ନୂତନ ଏସ୍‌ଡିପିଓଙ୍କ ଯୋଗଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ନୂତନ ଏସ୍‌ଡିପିଓ ଭାବେ ଗୌରାଙ୍ଗ ଚରଣ ସାହୁ ଯୋଗ ଦେଇଛନ୍ତି । ପୂର୍ବରୁ ଏଠାରେ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡିଙ୍କ ବଲାଙ୍ଗିର ଏସ୍‌ପି ଅଫିସ୍‌କୁ ବଦଳି ହୋଇଥିବା ଜଣାପଡିଛି । ପୂର୍ବରୁ ଶ୍ରୀ ସାହୁ
Read More...

ହରିଶଙ୍କର ମହୋତ୍ସବ ୫ ଦିନକୁ ବୃଦ୍ଧି

ପ୍ରସ୍ତୁତି ବୈଠକରେ ଉଠିଲା ରାଜ୍ୟସ୍ତରୀୟ ମାନ୍ୟତା ଦାବୀ ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ରାଜ୍ୟର ଏକ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥକ୍ଷେତ୍ର ଅଟେ । ବିଶ୍ୱ ଐତିହ୍ୟ ତାଲିକାରେ ଏହା ସ୍ଥାନ ପାଇଅଛି । ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ଜୈବ ବିବିଧତା ଐତିହ୍ୟ
Read More...