Daily Archives

ଦଳିତ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ରାଣୀକଟା ଗାଁର କିଛି ଦଳିତ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉମରିଆ ଗାଁର ରଘୁନାଥ ଗୁରାଣ୍ଡି ବନ୍ଧ ମାଟି କାମ କରି ଅଧିକ ପାଣି ରଖିଥିବାରୁ ଉପର ମୁଣ୍ଡରେ ଥିବା ଚାଷୀଙ୍କ ଜମି ପାଣିରେ ବୁଡି ଯାଉଥିବାରୁ ଚାଷ କାମ
Read More...

ଅଦିନିଆ ବର୍ଷା ଉଜାଡି ଦେଳା ପରିବା ଫସଲ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ଟା ବେଳେ ଖୁବ୍‌ ଜୋର୍‌ରେ ପବନ ବହିବା ସହ ବର୍ଷା ହୋଇଥିଲା । ଝଡ ତୋଫାନ ଯୋଗୁଁ ଅଞ୍ଚଳରେ ପନିପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ପାଣିରେ ପରିବା ଫସଲ ପଚି ନଷ୍ଟ ହୋଇଯିବାରୁ ଚାଷୀ ହତାଶ
Read More...

ଲଣ୍ଡାପଥର ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଲଣ୍ଡାପଥର ଗାଁରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ମାନ୍ୟଗ୍ୟଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ତଥା ପ୍ରଥମ ଦିନୋତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମେଣ୍ଡା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉତ୍କଳ ଦିବସ ବିଷୟରେ ଆଲୋକପାତ
Read More...

ବିଷଧର ଜୀବ କାମୁଡାରେ ଶିଶୁ ମୃତ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଜୁରାବଗା ଆର୍‌ସିପିପଡାରେ ଏକ ବିଷଧର ଜୀବ କାମୁଡାରେ ରାକେଶ ମହତୋଙ୍କ ୩ ବର୍ଷର ପୁଅର ମୃତ୍ୟୁ ଘଟିଥିବା ଜଣାପଡିଛି । ଶୁକ୍ରବାର ସକାଳ ୭.୩୦ ମିନିଟ୍‌ରେ ଶିଶୁଟି ଖେଳୁଥିବା ସମୟରେ କିଛି ସରୀସୃପ ଜାତୀୟ ଜୀବ ଗୋଡରେ କାମୁଡି ଦେଇଥିବା ନେଇ
Read More...

ଚାରି ଦିନିଆ ଶିକ୍ଷକ ତାଲିମ ଶିବିର

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ୩୫୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗ, ବିୟୋଗ, ଅକ୍ଷର ପରିଚୟ ସହ
Read More...

ତାଲା ଭାଙ୍ଗି ନେଇଗଲେ ୧୨ ଗ୍ରାମ ସୁନା ଓ ୨୦ ଲକ୍ଷ ଟଙ୍କା

ଝାରସୁଗୁଡା : ସଦର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀର କଣ୍ଟାକ୍ଟର ରବୀନ୍ଦ ପାଢୀଙ୍କ ଘର ତାଲା ଭାଙ୍ଗି ଗତକାଲି ରାତିରେ କେହି ଦୁବୃର୍ତ୍ତ ୧୨ ଗ୍ରାମ ଓଜନର ସୁନା ଅଳଙ୍କାର ଓ ନଗଦ ୨୦ ଲକ୍ଷ ଟଙ୍କା ନେଇ ଯାଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ
Read More...

ରଣ୍ଡାରେ ଭାଗବତ ପାରାୟଣ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ରଣ୍ଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ୭ ଦିନ ଧରି ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ୨୪ ପ୍ରହର ନାମଯଜ୍ଞ, ପ୍ରବଚନ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
Read More...

୮୪ ଘର ଅଘରିଆ ସମାଜର ମହାସଭା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟସ୍ତରୀୟ ଅଷ୍ଟମ ମହାସମ୍ମିଳନୀ ଓ ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜର ଆଞ୍ଚଳିକ କମିଟିର ଚତୁର୍ଦ୍ଦଶ ମହାସଭା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଭଇଁସା ଗାଁରେ ଅନୁଷ୍ଠିତ ହେବ ।
Read More...

ମୁରିବାହାଲରେ ବ୍ଲକସ୍ତରୀୟ ନିଯୁକ୍ତି ଓ ପରାମର୍ଶ ଶିବିର

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରିବାହାଲ ବ୍ଲକସ୍ତରୀୟ ନିଯୁକ୍ତି ଓ ପରାମର୍ଶ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୧୧ଟି ନିଯୁକ୍ତିଦାତା କମ୍ପାନୀ ସହ ବଲାଙ୍ଗିର ସରକାରୀ ଆଇଟିଆଇ ଓ ପଲିଟେକନିକ୍‌ କଲେଜ ଯୋଗ
Read More...