Monthly Archives

March 2023

ଟିଟିଲାଗଡ଼ ସହର ରାମ ନବମୀ ପାଇଁ ଚଳଚଞ୍ଚଳ : ପ୍ରହରୀ ନାମଯଜ୍ଞରେ କମ୍ପୁଛି ମନ୍ଦିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସାରା ଦେଶବ୍ୟାପି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ସର୍ଗିଗୁଡ଼ା ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ପରିସରରେ ୧୭ତମ ଶ୍ରୀରାମ ନବମୀ ମହୋତ୍ସବ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ'ର ରଞ୍ଜିତପୁର ଛକ ନିକଟରେ ବୁଧବାର ମଧ୍ୟ ରାତ୍ରରେ ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଥଲା । ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କ ଦ୍ୱାରା ମିଳିଥିବା
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଗୋପାଳଜୀ ମନ୍ଦିରରୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ମୂର୍ତ୍ତିକୁ ଅଣାଯାଇ ଏକ ସୁସଜ୍ଜିତ ରଥରେ
Read More...

ଶ୍ରୀରାମ ନବମୀରେ କୋସଲି ହନୁମାନ ଚାଳିଶା ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ୧୧ ଘଣ୍ଟା ସମୟରେ ଶ୍ରୀରାମ ନବମୀ ଅବସରରେ ମହନୀ କ୍ରିଏସନ ଓ ନିରୁ ମିଡିଆ ପ୍ରକାଶିତ କୋସଲି ହନୁମାନ ଚାଳିଶା ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ଶ୍ରୀରାମ ମନ୍ଦିରଠାରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ନବମୀ ଅବସରରେ ଡେଲି ମାର୍କେଟ ସ୍ଥିତ ଶ୍ରୀରାମ
Read More...

ରାମ ନବମୀରେ ଗବଗାଁ ଯୁବକମାନଙ୍କ ଦ୍ୱାରା ମା’ ବାସନ୍ତୀଙ୍କୁ ପୂଜା ଅର୍ଚ୍ଚନା

ଭୋଗରାଇ, (ଶିବନାରାୟଣ ପାତ୍ର ) : ଗବଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମର ପବିତ୍ର ରାମ ନବମୀ ପୂଜାରେ ଗ୍ରାମର ବାସନ୍ତୀ ମାତା ପୂଜା କମିଟିର ଯୁବକମାନେ ସଭାପତି ଦେବମୋହନ ଦତ୍ତ, ଉପସଭାପତି ଜୟକୃଷ୍ଣ ଦେ, ସଂପାଦକ ମନୋଜ କୁମାର ଗିରି, କୋଷାଧ୍ୟକ୍ଷ କାଳିକିଙ୍କର ଦେ, ସମାଜସେବୀ
Read More...

ଆତ୍ମନିର୍ଭର ଭାରତ : ଭାରତୀୟ ନୌସେନା ପାଇଁ ୧୭୦୦ କୋଟି ଟଙ୍କା ମୂଲ୍ୟର ୧୩ ଲିଙ୍କ୍ସ

ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ବିଇଏଲ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରଣାଳୟ, ମାର୍ଚ୍ଚ ୩୦, ୨୦୨୩ ରେ ଭାରତୀୟ ନୌସେନା ପାଇଁ ୧୩ ଟି ଲିଙ୍କ୍ସ - ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହରଣ କରିବା ପାଇଁ
Read More...

ରାମ ନବମୀ ଉପଲକ୍ଷେ ବଲାଙ୍ଗିର ସହର ଶାନ୍ତିପଡାରେ ବିରାଟ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ସାରା ଭାରତରେ ଆନନ୍ଦ ଉଲ୍ଲାସର ସହ ରାମ ନବମୀ ପର୍ବ ପାଳନ କରାଯାଉଛି । ବଲାଙ୍ଗିର ଶାନ୍ତିପଡାରେ ମଧ୍ୟ ରାମ ନବମୀ ଅବସରରେ ଆଜି ସନ୍ଧ୍ୟାରେ ଶହ ଶହ ଭକ୍ତ ଓ ଶଦ୍ଧାଳୁଙ୍କ ସମାଗମରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ
Read More...

ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ

କୋକସରା : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାର ୯ମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସାମର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନ ମିଜୋରାମ, ନାଗାଲାଣ୍ଡର ରାଜ୍ୟପାଳ ଥିବା ପ୍ରଫେସର
Read More...

ଗଡିଲା ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌

ଭୁବନେଶ୍ୱର : ଭଦ୍ରକ-ନୟାଗଡକୁ ଗଡିଲା ମେମୁ ଟ୍ରେନ୍‌ । କଟକ ରେଳ ଷ୍ଟେସନରୁ ଗୁରୁବାର ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
Read More...

ବରପାଲିପଡା ଚନ୍ଦ୍ରାସେନୀ ମନ୍ଦିରରେ ସୁନ୍ଦରାକାଣ୍ଡ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରାମନବମୀ । ଚୈତ୍ରମାସ ଉପଲକ୍ଷେ ବରପାଲିପଡାର ମା’ ଚନ୍ଦ୍ରାସେନୀ ଦେବୀପୀଠରେ ଗତ ତିନିଦିନ ହେଲା ପୂଜାର୍ଚ୍ଚନା ଚାଲିଛି । ଆଜି ଶେଷଦିନ ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟାଣ କରାଯାଇଛି । ବ୍ୟାସ ଭାବରେ ବ୍ରାହ୍ମଣୀଡୁଙ୍ଗୁରୀର ସୁଶ୍ରୀ ପ୍ରୀତିନନ୍ଦା
Read More...