Monthly Archives

March 2023

ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ

ଆଗଲପୁର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ । ଅସମ୍ଭାଳ ଦୁଃଖ ଆଣିଦେଇଛି ଏହି ଅଦିନିଆ ବର୍ଷା ଏବଂ କୁଆପଥର ମାଡ । ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ 'ଖ' ପଞ୍ଚାୟତରେ ଅଦିନିଆ କୁଆପଥର ମାଡରେ ନଅଗାଁ, ତେନ୍ତୁଳିଖୁଣ୍ଟି ଓ ସାନଟିକା ଗ୍ରାମରେ
Read More...

ସରପଞ୍ଚ ସଂଘ ଗଠନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଗଠନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକର ସଭାପତି ସମ୍ପାଦକମାନେ ଯୋଗ ଦେଇଥିଲେ । ଗୋବିନ୍ଦପୁର ସରପଞ୍ଚ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ
Read More...

ମହୁଲପାଲିରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ବୁଧବାର ଦିନ ମହାସମାରୋହରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଲୋକେ ଘର ସାମନାରେ ଝୋଟି ଦେଇ ଓ ସନ୍ଧ୍ୟାରେ ଦୀପ ଜାଳି ନବବର୍ଷକୁ ସ୍ୱାଗତ କରିଥିଲେ । ମା' ଭାରତୀ ଓ
Read More...

କୋମାରେ ବସୁଧା ଜଳ ଯୋଗାଣ : ଲୋକଙ୍କ କାମରେ ଆସୁନି ପାନୀୟଜଳ ଯୋଗାଣ ପ୍ରକଳ୍ପ

ବଣାଇ, (ନାରୟଣ ଚନ୍ଦ୍ର ବେହେରା) : କୋମାରେ ଥିବା ବସୁଧା ପାଇପ୍ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କଷଡା ଗ୍ରାମରେ । ସୂଚନା ଅନୁସାରେ ଉକ୍ତ ଗ୍ରାମ ବଣାଇ ସହର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ ବହୁଳ ଗ୍ରାମ
Read More...

ନିମ୍ନମାନର କାମ ଯୋଗୁଁ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଗଲା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ଝଡ଼-ବର୍ଷା ଓ ପବନରେ ଗତକାଲି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖରେ ଥିବା ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗା ଫ୍ଲାଗ ପୋଷ୍ଟ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏହା ଯେ, ଏବେ ସୁଦ୍ଧା ପଡ଼ି ରହିଛି,
Read More...

ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ଜିଲ୍ଲାପାଳ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ସବୁବେଳେ ଶ୍ରୀ ମେହେର ଶିକ୍ଷାର ପ୍ରଚାର ପ୍ରସାର, ସୁଦୃଢ଼
Read More...

ମ୍ୟୁଜିକ ସର୍କଲ ବସନ୍ତ ସମାରୋହର ଉଦ୍‌ଯାପନୀ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ଉଦ୍‌ଯାପନୀ ସନ୍ଧ୍ୟା ବାସନ୍ତିକା ସାହିତ୍ୟ ସମାରୋହକୁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଡା. ଶୁଭଙ୍କର ମହାପାତ୍ର ତଥା ବରେଣ୍ୟ ଅତିଥି
Read More...

ଗାଡ଼ି ଜାଳି ଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଗୋଟିଏ ଟ୍ରକ ଏବଂ ପୋକ୍ଲିନକୁ ମାଓବାଦୀମାନେ ପୋଡ଼ି ଦେଇଥିବା ଜଣାପଡିଛି । କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଛତିଶଗଡ଼ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଥିବା ନେଇ ଚର୍ଚ୍ଚା ହେଉଛି ।
Read More...

ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ନୀତି ବିରୁଦ୍ଧରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନକୁ ସଫଳ କରିବା ପାଇଁ…

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦୀ ସରକାରଙ୍କ ଜନ ବିରୋଧୀ, ଶ୍ରମିକ, କୃଷକ ତଥା ଦେଶ ବିରୋଧୀ ନୀତି ବିରୁଦ୍ଧରେ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୁର ୟୁନିୟନ ଡାକରାରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ ସଫଳ କରିବା ସହିତ ଦେଶର
Read More...

ବ୍ରାଉନସୁଗାର୍ ଜବତ ସହ ୧ ଗିରଫ

ଖୋର୍ଦ୍ଧା : ଆଜି ସକାଳୁ ଅବକାରୀ ବିଭାଗ କର୍ମଚାରୀ ସଦର ଥାନା ଅଧିକାରୀ ଡିହପୁର୍ ଗ୍ରାମ୍ୟ ରାସ୍ତାରୁ ବ୍ରାଉନ ସୁଗାର୍ ବିକ୍ରି ଅଭିଯୋଗରେ ନରୋତ୍ତମ ରଣ ସିଂହ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଠାରୁ ୪୧ ଗ୍ରାମ ବ୍ରାଉନ ସୁଗାର ଜବତ୍ ହୋଇଛି । ଏହାର
Read More...