Monthly Archives

March 2023

ନବ ଦାସ ହତ୍ୟାକାଣ୍ଡ ତଦନ୍ତ ମାମଲା : ମନିଟରିଂ ପାଇଁ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ହାଇକୋର୍ଟ ମନୋନୀତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ମନିଟରିଂ କରିବା ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ମନୋନୀତ କରିଛନ୍ତି ବୋଲି ସୂଚନା ଅଧିକାର ଆଇନ ଯୋଗେ
Read More...

ଅବହେଳିତ ବଙ୍ଗୋମୁଣ୍ଡାକୁ ନୂତନ ଜିଲ୍ଲା ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଅବହେଳିତ ବଙ୍ଗୋମୁଣ୍ଡାକୁ ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ବଙ୍ଗୋମୁଣ୍ଡା ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ଅଞ୍ଚଳ ଏକ ଦାରିଦ୍ର୍ୟ
Read More...

ଜନନାଟ୍ୟ ମଞ୍ଚର ବିଶ୍ୱ ନାଟ୍ୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜନନାଟ୍ୟ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ବିଶ୍ଵ ନାଟ୍ୟ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି
Read More...

ନାଇଟ୍‌ ଏକ୍ସପ୍ରେସ ବସ୍ ଦୁର୍ଘଟଣାଗ୍ରସ୍ତ : ୨ ମୃତ, ୫ ଗୁରୁତର, ୨୦ରୁ ଅଧିକ ଆହତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚାନ୍ଦିପୋଷରେ ଯାତ୍ରୀବାହୀ ନାଇଟ ଏକ୍ସପ୍ରେସ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି ଏବଂ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି । ଆହତ ମାନଙ୍କୁ
Read More...

ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି । ସିଲିଆରିବାହାରା ଓ କୋଦାପାଲି ଗାଁ ମଧ୍ୟସ୍ଥ ଜଙ୍ଗଲରେ ଏକ ବାଛୁରୀକୁ ମାରି ଖାଇଲା ବାଘ । କୋଦାପାଲି ଗାଁର ଗୌର ସାହୁଙ୍କ ବାଛୁରୀକୁ ଏକ ବାଘ ମାରି ଖାଇଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ନେତ ଉତ୍ସବ ନିମନ୍ତେ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ରୁକୁଣା ରଥ ନିର୍ମାଣ

ଭୁବନେଶ୍ୱର : ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ଶେଷ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ । ଅଧିକାଂଶ କାମ ସୋମବାର ରାତି ସୁଦ୍ଧା ଶେଷ ହେବ । ମଙ୍ଗଳବାର ନେତ ଉତ୍ସବ । ଆମେ ସେହି ଦିନ ଯାଞ୍ଚ ସହ ବାକି ଥିବା ଛୋଟମୋଟିଆ କାମ ଶେଷ କରିବୁ । ସନ୍ଧ୍ୟା ପୂର୍ବରୁ ରଥ ହସ୍ତାନ୍ତର ହୋଇଯିବ ।
Read More...

ଖଡିଆଳ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଏକ ଦିବସୀୟ କର୍ମଶଳା ଅନୁଷ୍ଠିତ

ଖଡିଆଳ, (ନିରାକାର ମେହେର) : ଖଡିଆଳ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଏକ ଦିବସୀୟ କର୍ମଶଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁଷ୍ପାଞ୍ଜଳି ନନ୍ଦ ନାରୀ ଶକ୍ତିର ଅଗ୍ର ସାରଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ଯୋଗଦାନ କରିଥିବା ବେଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଖଡିଆଳ
Read More...

ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ବାର୍ଷିକ ମହାସଭା ଓ ନିର୍ବାଚନୀ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡିଶା ବାଣାୟତ ଓଡିଆ ସମାଜ ରାଉରକେଲା ତାଲୁକାର ବାର୍ଷିକ ମହାସଭା ଓ ନିର୍ବାଚନୀ ସଭା ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସଭାପତି ବାବାନାଥ ପରିଡାଙ୍କ ସଭାପତିତ୍ୱ ଓ ଉପସଭାପତି ବାବୁଲା ନାହାକଙ୍କ
Read More...

ସ୍କୁଟର ମଦ ଚାଲାଣ ବେଳେ ଦୁର୍ଘଟଣା

ଜଗତସିଂହପୁର : ସୋମବାର ସକାଳୁ ଏକ ବେନାମୀ ସ୍କୁଟିରରେ କିଛି ପେଟି ମଦ ଚୋରାରେ ଚାଲାଣ ହେଉଥିବା ବେଳେ ସ୍କୁଟର ଚାଳକ ଭାରସାମ୍ୟ ରକ୍ଷା ନକରି ପାରି ସହରର ଗାନ୍ଧିଛକ ନିକଟରେ ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲେ । ଫଳରେ ଉଭୟ ସାଇକେଲ ଓ ସ୍କୁଟର ଚାଳକ ରାସ୍ତା ଉପରେ ପଡିଯାଇଥିଲେ । ମଦ
Read More...

ରାଉରକେଲା ନାଗରିକ ସୁରକ୍ଷା କମିଟିର ଆଲୋଚନା ସଭା, ଉତ୍କଳ ଦିବସକୁ ସ୍ୱାଭିମାନ ଦିବସ ଭାବେ ପାଳନ ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସକୁ ରାଉରକେଲାବାସୀ ସ୍ୱାଭିମାନ ଦିବସ ଭାବେ ପାଳନ କରିବାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ୱାନ କରିଛି । ସାରନଗରୀ ସ୍ଥିତ ବାସନ୍ତୀ ଯୁବ ପରିଷଠାରେ ଅନୁଷ୍ଠିତ କମିଟିର ଆଲୋଚନା ସଭାରେ ସମାଜସେବୀ ଡ. ଅକ୍ଷୟ ସାମଲ
Read More...