Daily Archives

ଲାୟନ୍ସ କ୍ଲବ ସଭା ଗୃହରେ ଆଗାମୀ ବର୍ଷ ୨୦୨୩-୨୪ ପାଇଁ ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଆଗାମୀ ବର୍ଷ ୨୦୨୩-୨୪ ପାଇଁ ଟିଟିଲାଗଡ ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଯାଇଛି । କ୍ଲବ ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ଲବର ସଭା ଗୃହରେ ଡିଜି ୟମୁନା ପ୍ରସାଦ ଗୋୟଲଙ୍କ
Read More...

ରୋତ ଗ୍ରାମ ପଂଚାୟତରେ ଇ-ପଂଚାୟତ ସଭା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ ଗ୍ରାମ ପଂଚାୟତ ସଭାଗୃହଠାରେ ଇ-ପଂଚାୟତ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସ୍ଥାନୀୟ ସରପଂଚ ଜୟ ଲାଲ ସିନ୍ଦୁରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନାଏବ ସରପଂଚ, ସମିତି ସଭ୍ୟ, ସମସ୍ତ ୱାର୍ଡ
Read More...

ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଗ୍ରୀନ ସି’ ଟଟଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଗ୍ରୀନ ସି' ଟଟଲ(ସବୁଜ ସାମୁଦ୍ରିକ କଇଁଛ) ଦେଖିବାକୁ ମିଳିଛି । ଉକ୍ତ ବିଶାଳକାୟ କଇଁଛଟି ସୋମବାର ରାତ୍ର ଗୋଟାଏ ସମୟରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ
Read More...

ବ୍ଲକସ୍ତରୀୟ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ଗତକାଲି ବେଲପଡା ବ୍ଲକ କାର୍ଯ୍ୟାଳୟଠାରେ ବ୍ଲକସ୍ତରୀୟ କାଉନସେଲିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟିନା କୁମ୍ଭାର
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ ପାଳିତ

ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଯୋଗଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜବିହାର ସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା
Read More...

ରାମଲୀଳା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ନଅଗାଁ ଖ ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ପାରମ୍ପରିକ ରାମଲୀଳା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ଖୋଳ କୁବ୍ଜା ବଜାଇ ଶୁଭ କଳସକୁ ମୁଣ୍ଡରେ ବୋହି ସେମାନେ
Read More...

ଅପ୍ରିଲ ୨୦ ତାରିଖରେ ମିଳିତ ବାମପନ୍ଥୀ ସମର୍ଥିତ ଦଳର ଜନ ଆନ୍ଦୋଳନ ଓ ପ୍ରତିବାଦ ସଭା

ବିରୋଧୀ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଇଡ଼ି ମାମଲା ଜାରି କରି ଗିରଫ କରି ଜେଲ୍ ପଠାଇବା ପ୍ରଥାକୁ ଘୋର ନିନ୍ଦା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନର ସୁରକ୍ଷା ଓ ଗଣତନ୍ତ୍ରର ସୁରକ୍ଷା ଦିଗରେ ବିରାଟ ବିଫଳତା ଏବଂ ପ୍ରତିବନ୍ଧକ ଦେଖା ଦେଇଛି ବୋଲି ବାମପନ୍ଥୀ ଦଳ ଅଭିଯୋଗ
Read More...