Daily Archives

ପବିତ୍ର ରାମ ନବମୀ ଉପଲକ୍ଷେ କେସିଙ୍ଗାରେ ବିରାଟ ମଟର ସାଇକେଲ ରାଲି

କେସିଙ୍ଗା : ପବିତ୍ର ରାମ ନବମୀ ଉପଲକ୍ଷେ 'ଶ୍ରୀ ରାମଜୀ କି ଟୋଲି' କେସିଙ୍ଗା ଦ୍ୱାରା ଶୁକ୍ରବାର ସକାଳ ୧୦ଟାରେ ବଲାଙ୍ଗିର ଛକ ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରୁ ଏକ 'ବିରାଟ ମଟର ସାଇକେଲ ରାଲି' ବାହାରି ବୋରିଂପଦର ସ୍ଥିତ ଶ୍ରୀ ଗୋପାଳ ଗୋଶାଳାଠାରେ ସମାପ୍ତ ହୋଇଯାଇଛି । ଶତାଧିକ ସଂଖ୍ୟାରେ
Read More...

ଚଣ୍ଡିତାଳରୁ ୧୦୦୦ ବର୍ଷର ପ୍ରାଚୀନ କୂଅ ଠାବ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ଗ୍ରାମରୁ ଠାବ ହୋଇଛି ଏକ ପ୍ରାଚୀନ କୂଅ । ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲ୍‌ଚର୍‌ ହେରିଟେଜ (ଇନ୍‌ଟାକ୍‌)ର ସଦସ୍ୟମାନେ ଏହି ପ୍ରାଚୀନ କୂଅକୁ ସନ୍ଧାନ କରିଥିବା ବେଳେ
Read More...

ଜଳିଗଲା ଟ୍ରକ୍, ଚାଳକ ମୃତ

ଢେଙ୍କାନାଳ : ଭାରସାମ୍ୟ ହରାଇ ରାସ୍ତାକଡ଼ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ଟ୍ରକ୍ ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ମହୁଲପାଳ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
Read More...

ଆଜି ପବିତ୍ର ଶ୍ରୀରାମ ନବମୀ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀରାମ ନବମୀ । ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହେବା ପରେ
Read More...

ପୁଣି ବଢିଲା ଓମଫେଡ୍ କ୍ଷୀର ଦର : ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ଵର : ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରିଛି ଓମଫେଡ୍ । ଏପ୍ରିଲ୍ ୧ରୁ ଏହି ନୂଆ ଦର ଲାଗୁ ହେବ । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିରେ କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଓମଫେଡ୍ ଦୁଗ୍ଧ ମୂଲ୍ୟରେ ବୃଦ୍ଧି କରିଛି । ସୂଚନା
Read More...

କେଜିବିଭିରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ପୋନ୍ନିସୁଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଭିତ୍ତିଭୂମି ଭରପୁର ଅଛି । ଗୋଟିଏ ଅନୁଷ୍ଠାନ ଭିତରେ ଅତି ଛୋଟ ସମୟରୁ ପାଠ ପଢ଼ିବା ସହ ଖେଳିବା, ଗୀତ ଗାଇବା,
Read More...

ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର କରିବେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୨ଟା୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ କଟକ କେଶବ ଧାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅପରାହ୍ନ ୨ଟାରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ରେଳ ଷ୍ଟେସନରେ
Read More...

ଦୀର୍ଘ ୧୦ ବର୍ଷ ପରେ ବଲାଙ୍ଗିର କନ୍ଧପାଲିପଡାର ୫ ଜଣ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୦ ବର୍ଷ ପରେ ବଲାଙ୍ଗିର କନ୍ଧପାଲିପଡାର ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଳତ । ଟାଉନ୍ ଚPS କେସ୍ ନମ୍ବର 217/2013, U / S-302/34 ଆଇପିସିରେ ଏହି ୫ ଜଣ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ସହ
Read More...

ସିପିଆଇଏମ୍ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ଏବଂ ରଘୁନାଥପାଲି ସାଂଗଠନିକ କମିଟି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୦ତମ ବଳିଦାନ ଦିବସ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ
Read More...

ଶିଶୁ ପାଇଁ ଦିନଟିଏ, ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ଓ ବାଲ୍ୟବିବାହ ପ୍ରତିରୋଧ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଶନ ବାତ୍ସଲ୍ୟ ସଚେତନତା ସଭା ତଥା ଜିଲ୍ଲା ବାଲ୍ୟ ବିବାହ ନିଷେଧ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...