Daily Archives

ସିଏଚ୍‌ସି ଲୋଇସିଂହାକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ସିଏଚ୍‌ସି ଲୋଇସିଂହାକୁ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ପରିଦର୍ଶନ କରି ଆମ ହସ୍ପିଟାଲ୍ ଇନିସିଏଟିଭ୍ ଅଧୀନରେ ହେବାକୁ ଥିବା ପରିବର୍ତ୍ତନ କାର୍ଯ୍ୟ ଉପରେ ନଜର ରଖିଥିଲେ । ଏହି ସମୟରେ ଜିଲ୍ଲାପାଳ ଶ୍ରୀ
Read More...

ବାଇକ୍‌ ଚଳାଇବା ୨ ନାବାଳକଙ୍କ ପାଇଁ ପଡ଼ିଲା ମହଙ୍ଗା, ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ

ଭଞ୍ଜନଗର : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ ସାରା ରାଜ୍ୟରେ ଗତକାଲି ଜିରୋ ଟଲେରାନ୍ସ ଡେ ଭାବେ ପାଳନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାକୁ ଗତକାଲିଠାରୁ କଡାକଡି ଭାବେ ପାଳନ କରାଯାଇଛି । ଜିଲ୍ଲାର ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗତକାଲି
Read More...

ନକଲି ସାର୍ଟିଫିକେଟ ରାକେଟ ନେଇ ୪ଟି ଟିମ୍‌ ଗଠନ କଲା ବଲାଙ୍ଗିର ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନକଲି ସାର୍ଟିଫିକେଟ ରାକେଟ ନେଇ ତଦନ୍ତ ପାଇଁ ୪ଟି ଟିମ୍‌ ଗଠନ କରିଛି ବଲାଙ୍ଗିର ପୁଲିସ । ବଲାଙ୍ଗିର ପୁଲିସର ଗୋଟିଏ ଟିମ୍‌ ଏ ସଂପର୍କିତ ଆର୍ଥିକ ନେଣଦେଣର ଯାଂଚ କରିବ, ଦ୍ୱିତୀୟ ଟିମ୍‌ ଘଟଣାରେ ସାଇବର ଆନାଲିସିସ୍‌ କରିବ, ତୃତୀୟ ଟିମ୍‌ ୟୁପି
Read More...

ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ

ବୌଦ୍ଧ/ବଘିଆପଡା : ବଘିଆପଡା ଫରେଷ୍ଟ ସେକ୍ସନର ଖଲିଆପାଲି ଛକ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଫଳରେ ଦୁଇ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ବନ
Read More...

ଦୀର୍ଘ ୧୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପୂର୍ବତନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣା

ମାଲକାନଗିରି : ଏକଦା ମାଓଗଡ଼ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକସ୍ଥ ବିଛିନ୍ନାଞ୍ଚଳ ଯାହା ଏବେ ସ୍ୱାଭିମାନ ଅଞ୍ଚଳ ହୋଇଛି । ସେ ଅଞ୍ଚଳକୁ ଦୀର୍ଘ ୧୨ ବର୍ଷ ପରେ ୫ଟି ସଚିବ ଭି.କେ ପଣ୍ଡିଆନଙ୍କ ସହିତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର କ୍ରୀଡା ସଚିବ ଓ ସ୍ୱତନ୍ତ୍ର ସଚିବ ଆର
Read More...

ସରସ୍ୱତୀ ବେଶରେ ମା’ ତାରାତାରିଣୀ

ମିଶନ ଶକ୍ତିର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ମା’ଙ୍କ ଦର୍ଶନ ଲାଭକରି ଖୁସିବ୍ୟକ୍ତ କରିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାୟତଃ ଅଧିକାଂଶ ଘରର ଇଷ୍ଟଦେବୀ ଭାବେ ମା' ତାରାତାରିଣୀ ପୂଜା ପାଇଥାନ୍ତି । ତେବେ ଦେବୀ ଭଗବତୀ ମା’ ତାରାତାରିଣୀଙ୍କ
Read More...

ଚିମିନିଭାଟିପଡାରେ ମା’ ଚନ୍ଦ୍ରାସେନୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡାରେ ମା’ ଚନ୍ଦ୍ରାସେନୀ ମହୋତ୍ସବ ପାଇଁ ଗତକାଲି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ଯୋଗଦାନ କରି କଳସ ଶୋଭାଯାତ୍ରାକୁ ସଫଳ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଚୈତ୍ର ମାସରେ
Read More...

ଆଜି ପବିତ୍ର ଅଶୋକାଷ୍ଟମୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ । ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର । ରୁକୁଣା ରଥରେ ବସି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯିବେ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ
Read More...

ଆଶୋକକାଷ୍ଟମୀ ପର୍ବ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଆଜି ସ୍ଥାନୀୟ ସରକାରୀ ଛୁଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଶୋକାଷ୍ଟମୀ ପର୍ବ ପରିପ୍ରେକ୍ଷୀରେ ମାର୍ଚ୍ଚ ୨୯ ତାରିଖ (ବୁଧବାର)କୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ଥାନୀୟ ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି । ଏହି ମର୍ମରେ ଆଜି କେନ୍ଦ୍ରାଂଚଳରେ ରାଜସ୍ୱ ଆୟୁକ୍ତ, କଟକଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି
Read More...

ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସ୍‌ର କର୍ମଶାଳା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିକ୍ଷା ପୋଥି ଗତ ନହୋଇ କିୟାଶୀଳ ହେବା ଉଚିତ । ଆମେ ପଢ଼ିବା, ବଢ଼ିବା ଓ ଗଢିବା ସହ ଉତ୍ତମ ସେବା ମନୋବୃତ୍ତିଧାରୀ ଚରିତ୍ରବାନ ମଣିଷ ହେବା ବୋଲି ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ୍
Read More...