Daily Archives

ଓଡ଼ିଶୀ ଗବେଷଣା କେନ୍ଦ୍ରରେ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ଉଦ୍‌ଘାଟିତ : କାଳଜୟୀ ପାରମ୍ପରିକ ରଚନାକୁ ନେଇ ସଂଗୀତ ପରିବେଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ଗତକାଲି ସନ୍ଧ୍ୟାରେ ଗବେଷଣା କେନ୍ଦ୍ରର ଭବ୍ୟ ପ୍ରେକ୍ଷାଳୟ ‘ଉତ୍କଳ ରଂଗମଚ’ରେ ଉଦ୍‌ଘାଟିତ ହୋଇଯାଇଛି
Read More...

ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ପ୍ରଭା ଯାତ୍ରୀବାହୀ ବସ୍‌ ଗତକାଲି ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବହୁ ଯାତ୍ରୀ ଆହାତ ହୋଇ ରାଉରକେଲା ଜେ.ପି ହସ୍ପିଟାଲରେ ଚିକିତ୍ସିତ ହେବା ଖବର ପାଇବା ମାତ୍ରେ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ
Read More...

ଗାନ୍ଧୀଙ୍କ ସତ୍ୟ ଅହିଂସା ନୀତି ବିଶ୍ଵଶାନ୍ତିର ଅମୋଘ ଅସ୍ତ୍ର : ୫୫ତମ ବେରବୋଇ ଗାନ୍ଧୀ ସେବାସଂଘ ସ୍ମାରକୀ ସମ୍ମିଳନୀରେ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜିର ସମାଜରେ ପ୍ରତିଟି ମଣିଷ ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତିକୁ ଆପଣାଇ ନିଜ ନିଜ କାର୍ଯ୍ୟରେ ଆଗେଇ ଚାଲିଲେ ବିଶ୍ଵରେ ଶାନ୍ତି ସଦ୍ଭାବନା ପ୍ରତିଷ୍ଠା ସମ୍ଭବ ହେବ ଏବଂ ବିଶ୍ଵ ସମୁଦାୟରେ ଶାନ୍ତି ବଜାୟ ରହିବା ପାଇଁ ଗାନ୍ଧୀଙ୍କ ସତ୍ୟ ଅହିଂସା ନୀତି
Read More...

ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଧୀନସ୍ଥ ଶ୍ରୀ ପୁରୁଷୋତମପୁର ହାଇସ୍କୁଲଠାରେ ଏକ ଦିବସୀୟ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଚଣ୍ଡେଶ୍ୱର ସେବା ସଂସ୍ଥାନ, ପୁରୀ ଆନୁକୂଲ୍ୟରେ ଓ ଭାରତ ସରକାରଙ୍କ
Read More...

ମଦନପୁରକୁ ବ୍ଲକ୍ ଘୋଷଣା ଦାବୀରେ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରକୁ ନୂତନ ବ୍ଲକ୍ ଘୋଷଣା ଦାବୀରେ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ନୂତନ ପଞ୍ଚାୟତ ସମିତି ଗଠନ ସଂଗ୍ରାମ ସମିତିର ସଭାପତି ତଥା ଗୋଛାଡେଙ୍ଗେନ
Read More...