ଝିଙ୍କିପଡାଠାରେ ସାପ୍ତାହିକ ବଜାରକୁ ଉଦ୍ଘାଟନ କଲେ ଜିଲ୍ଲା କନ୍ଧ ଯୁବ ସଂଗଠନର ସଭାପତି
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଗନ୍ଧର୍ଲା ପଞ୍ଚାୟତର ଝିଙ୍କିପଡାଠାରେ ଧରନୀ ପେନୁ ଅନୁଷ୍ଠାନ ପକ୍ଷରୁ ସାପ୍ତାହିକ ବଜାର ଉଦ୍ଘାଟିତ ହୋଇଯାଇଛି । ଧରନୀ ପେନୁ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଛବିରାବଣ ଜାନୀଙ୍କ ଆହ୍ୱାନ କ୍ରମେ!-->…
Read More...
Read More...