Daily Archives

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତକୁ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତକୁ ନେଇ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମରେ ଅପରାହ୍ନ ୩ଘଣ୍ଟା ସମୟରେ ହେଲିକ୍ୟାପ୍‌ଟରରୁ ଅବତରଣ କରି ଛତ୍ରପୁର
Read More...

କୋଣାର୍କ କ୍ୟାନସର୍ ଫାଉଣ୍ଡେସନକୁ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ପ୍ରଦାନ କଲା ଏସ୍‌ବିଆଇ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଣାର୍କ କ୍ୟାନସର ଫାଉଣ୍ଡେସନ୍ କର୍କଟ ରୋଗୀ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆମ୍ବୁଲାନ୍ସ ପ୍ରଦାନ କଲା ଏସ୍‌ବିଆଇ । ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ଯାଉଥିବା ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଚିକିତ୍ସା ଏବଂ ରହଣୀ
Read More...

ବିଶ୍ଵ ବନ ଦିବସ ଜିଲ୍ଲା ସ୍ତରରେ ବଇଦପାଲି, ରାଜ୍ୟ ସ୍ତରରେ କୁଳିପୋଷ ଓ ବଣାଇରୁ ପୁରସ୍କୃତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସାରା ବିଶ୍ୱରେ ମାର୍ଚ୍ଚ ୨୧କୁ ବନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିକାଶ ଭବନଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ବନମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ଅରୁଣ କୁମାର ମିଶ୍ର
Read More...

ଶ୍ରୀ ଶ୍ରୀ ଗୋପାଳଜୀ ମହାରାଜଙ୍କ ମନ୍ଦିରରେ ୫୯ତମ ନାମ ସଂକୀର୍ତ୍ତନ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତା.୨୩.୦୩.୨୦୨୩ ପଦ୍ମପୁର ସାହୁପଡା ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମହାରାଜଙ୍କ ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ହେବାକୁ ଥିବା ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଗତ ବୁଧବାର ଦିନ ସନ୍ଧ୍ୟା ସମୟରେ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କର ୫୯ତମ ୨୪
Read More...

ତାଳଚେରଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚର ସଚେତନତା ଅଭିଯାନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲାନଗରୀ ତାଳଚେରର ହାଟତୋଟାଠାରେ ଗତକାଲି ସନ୍ଧ୍ୟା ୬ ଘଟିକାରେ ଖଣି ଦ୍ୱାରା ପ୍ରଦ୍ୟୁଷିତ ତାଳଚେର ପାଣି, ପବନ, ରାସ୍ତା ଘାଟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପରିବେଶବିତ୍ ଓକିଲ ବାଉରୀ ବଂଧୁ ବେଜ୍‌ଙ୍କ ଅଧ୍ୟକ୍ଷତାରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ
Read More...