Daily Archives

ବରପାଲିପଡାରେ ୨୪ ପ୍ରହରୀ ନାମଯଜ୍ଞର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରପାଲିପଡା ଛକଠାରେ ୨୪ ପ୍ରହରୀ ନାମଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ପ୍ରହରୀ ମଣ୍ଡପରୁ ବରପାଲିପଡାର ଶତାଧିକ ମହିଳା, ପୁରୁଷ ଓ ଯୁବବର୍ଗ ବାହାରି ନୃସିଂହ ମନ୍ଦିରକୁ କଳସ ଯାତ୍ରା କରିଥିଲେ । ନାଚ, ଗୀତ, ବାଦ୍ୟ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆସନ୍ତା
Read More...

କୁମ୍ଵିଂ ଅପରେସନ ବେଳେ ମାଓ ଡମ୍ପ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମାଓ ଡମ୍ପ ଠାବ ହୋଇଥିବା ଜଣାପଡିଛି । ନକ୍ସଲ ଦମନ ପାଇଁ ଜିଲ୍ଲାରେ ମୁତୟନ ହୋଇଥିବା ୮୮ ବାଟାଲିଆନ ବିଏସଏଫ ଯବାନମାନେ ଗତକାଲି କୁମ୍ଵିଂ ଅପରେସନ ପାଇଁ ବାଲିମେଳା ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ମମତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଓ ରୂପା ତାରକସିର ତିନି ରଥର
Read More...

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଗସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ସେଠାରେ ୧୭୮୪ କୋଟି ଟଙ୍କାର ଯୋଜନାର ଉପହାର ଦେବେ । ମୋଦୀ ପ୍ରାୟ ୫ ଘଣ୍ଟା କାଶୀରେ ରହିବେ । ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ବିଶ୍ୱ ଟିବି ଦିବସରେ ବାରଣାସୀର ଋଦ୍ରାକ୍ଷ କନଭେନ୍ସନ
Read More...

ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ : କଂଗ୍ରେସ ନେତା ରହୁଲ ଗାନ୍ଧୀ 'ସବୁ ମୋଦୀ ଚୋର' ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜୁରାଟର ସୁରଟ ସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଅଦାଲତଙ୍କ ଏହି ରାୟ ପରେ ରାହୁଲ ଏମ୍‌ପି ପଦ ହରାଇପାରନ୍ତି । ପାର୍ଲ୍ୟାମେଣ୍ଟର ଏକ
Read More...

ବିଶ୍ଵ ନାଟ୍ୟ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା, (ନିରାକାର ମେହେର) : ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସଭାପତତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୭ ତାରିଖ ବିଶ୍ଵ ନାଟ୍ୟ ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଦିନ ପୂର୍ବତନ ନାମୀ
Read More...

ଗଞ୍ଜାମ ସହରକୁ ସୁନ୍ଦର କରିବା ପାଇଁ ଗ୍ରାମରେ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ସୁନ୍ଦର କରି ଗଢିବା ସଂକଳ୍ପ ଗଞ୍ଜାମ ସହରବାସୀଙ୍କୁ ମନମୋହିତ କରୁଛି । ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି । ଯାହାକୁ ନେଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଓ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ
Read More...

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ଘରୱାରି ପଟ୍ଟା ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ଦୀର୍ଘ ଦିନ ଧରି ଘର କରି ବସବାସ କରୁଥିବା ଅଧିକାଂଶ ଲୋକଙ୍କ ଘରୱାରି ପଟ୍ଟା ପାଇ ନାହାନ୍ତି । ଫଳରେ ବିଭିନ୍ନ କ୍ଷେତ୍ରରେ ଅଂଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଥିଲା । ସ୍ଥାନୀୟ ତହସିଲଦାରଙ୍କ ଉଦ୍ୟମ
Read More...

ପଦ୍ମପୁର ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବନଦୁର୍ଗା ମନ୍ଦିରରେ ନବରାତ୍ର ଦୁର୍ଗାପୂଜା ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି । ମହେନ୍ଦ୍ର ଭୋଇ ଓ ଉମା ପ୍ରଧାନ ପୂଜା ଉତ୍ସବର କର୍ତ୍ତା ଦାୟିତ୍ୱ ତୁଳାଉଛନ୍ତି । ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ପଣ୍ଡିତ ଗିରିଶ
Read More...

ୟୁଡିଆଇଏସଇ ପ୍ଲସ୍‌ର ବିଶ୍ୱସନୀୟତା ଏବଂ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାମାନଙ୍କର ସ୍କୁଲ ପାଠପଢ଼ା…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଡିଆଇଏସଇ ପ୍ଲସ୍‌ର ବିଶ୍ୱସନୀୟତା ଏବଂ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାମାନଙ୍କର ସ୍କୁଲ ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରୁ
Read More...