Daily Archives

ଓଡ଼ିଶା ପୋଲିସକୁ ସଫଳତା : ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ଓଡ଼ିଶା ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହୋଇଛି । ଏ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଲକାନଗିରି ପୋଲିସ ପକ୍ଷରୁ
Read More...

ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଲା ଆନ୍ତର୍ଜାତୀୟ ଫେମ୍‌ ଆୱାର୍ଡ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁରର ଯୁବ ଦନ୍ତ ଚିକିତ୍ସକ ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଲା ଆନ୍ତର୍ଜାତୀୟ ଫେମ୍‌ ଆୱାର୍ଡ । ଶ୍ରେଷ୍ଠ ଦନ୍ତ ଚିକିତ୍ସକ ବର୍ଗରେ ମନୋନୀତ ହୋଇ ସେ ଏହି ପୁରସ୍କାର ପାଇଛନ୍ତି । ଗତ ୧୮ ତାରିଖରେ ଦିଲ୍ଲୀର ଏକ ତାରକା ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର
Read More...

ଭଙ୍ଗାଗଲା ଅପରାଧୀ ଚିତ୍ତ ମହାନ୍ତିର ଆର୍ଯ୍ୟା ମେରେଜ୍‌ ପେଲେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଚିତ୍ତ ମହାନ୍ତିର ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଥିବା ଆର୍ଯ୍ୟା ମେରେଜ୍‌ ପେଲେସରେ ଲାଗିଲା ବଲାଙ୍ଗିର ପୋଲିସର ବୁଲ୍‌ଡୋଜର । ଏହି କିଛି ଦିନ ତଳେ ଇଡ୍‌କୋର ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆର୍ଯ୍ୟା
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ବୋଲେରୋ ସହ ୧୪ କେଜି ୩୦୦ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଦ୍ଧେଶ୍ୱର ମିଶ୍ର ଯୋଗ ଦେଇ ହିନ୍ଦୁ ନବବର୍ଷ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନ
Read More...

ମାର୍ଚ୍ଚ ୩୧ ଯାଏ ବଢ଼ିଲା ଓଜେଇଇ ଆବେଦନ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ଅନ୍‌ଲାଇନ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ତାରିଖ ଥିଲା । ହେଲେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରିବାକୁ ସମୟସୀମା ବୃଦ୍ଧି କରାଯାଇଛି । ଯାହା ମାର୍ଚ୍ଚ ୩୧ ତାରିଖ ଦିନ ୧୧ଟା ଯାଏ ରହିଛି । ଏ
Read More...

ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ନବଜାତ ଶିଶୁ ମୃତ, ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟସ୍ଥ ମିର୍ଜାପୁରଠାରେ ମଙ୍ଗଳବାର ସନ୍ଧ୍ୟାରେ ସିଲିଣ୍ଡର ବିସ୍ଫୋରଣରେ ଜଣେ ୪୦ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶେଖ ଭାଲୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଅଘଟଣ ଘଟିଛି । ସୂଚନା
Read More...

ବଜାର ଭିତରେ ମହୁମାଛି ଆକ୍ରମଣ : ୫୦ରୁ ଅଧିକ ଆହତ

ନୂଆପଡା, (ନିରାକାର ମେହେର) : ଖରିଆର ବ୍ଲକ ଅନ୍ତର୍ଗତ ଦୋହେଲାପଡା ଗାଁରେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁୟାୟୀ, ସାପ୍ତାହିକ ହାଟରେ ଗହଳି ଲାଗିଥିବା ବେଳେ ମହୁମାଛିମାନେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି
Read More...

ମ୍ୟୁଜିକ ସର୍କଲ, ରାଉରକେଲାର ପଞ୍ଚ ଦିବସୀୟ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟା

ବାଉଲ ଗୀତରେ ଝୁମିଲେ ଦର୍ଶକ ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲ, ରାଉରକେଲାର ପଞ୍ଚ ଦିବସୀୟ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର
Read More...