Daily Archives

ମାର୍ଚ୍ଚ ୧୨ରୁ ଆରମ୍ଭ ହେବ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ

ଜଟଣୀ : ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ ୧୨ ତାରିଖ ରବିବାରଠାରୁ ଆରମ୍ଭ ହେବ । ଜଟଣୀ ନିକଟବର୍ତୀ ପୁରୀ ଜିଲ୍ଲା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଅନୁଷ୍ଠିତ ଏହି ମେଳଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ୧୨ ତାରିଖ
Read More...

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୫ଟି ସଚିବ ଭିକେ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ଗୁହାଳଡିହି ସବାଇ ଉତ୍ପାଦକ ଗୋଷ୍ଠୀର ମା’ମାନଙ୍କୁ ଭେଟିଛନ୍ତି । ସେମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ମିଶନ ଶକ୍ତି ଓଡିଶା ମା’ଙ୍କୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ
Read More...

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଡାକୋଟା ବିମାନକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମ ବାର୍ଷିକୀ । ଏଥିପାଇଁ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ବାବୁଙ୍କ ସ୍ମୃତିରେ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଥିବା ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି
Read More...

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀଙ୍କୁ ଗତକାଲି ରାକ୍‌ସିମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଷ୍ଟାର ପୂର୍ବତନ ସଭାପତି ପୁରନ୍ଦର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

କୈବଲ୍ୟ ସାହିତ୍ୟ ସଂସଦର ବିଶ୍ୱ ରେକର୍ଡ ପାଇଁ ପ୍ରୟାସ

କଟକ : କୈବଲ୍ୟ ସାହିତ୍ୟ ସଂସଦ, କଟକ ପୃଥିବୀରେ ଗୋଟିଏ ସ୍ଵୀକୃତିପ୍ରାପ୍ତ ଭାଷା ଓଡ଼ିଆ ଭାଷାର ବହୁଳ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବିଶ୍ଵ ରେକର୍ଡ ପାଇଁ ବର୍ଷ ୨୦୨୨-୨୩ ପାଇଁ ଆବେଦନ କରିଛନ୍ତି । କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଏବଂ ଜଗନ୍ନାଥ
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ଖବର ପ୍ରକାଶର ୨ ଘଣ୍ଟା ପରେ ତିନି ଅନାଥ ଶିଶୁଙ୍କ ପାଖରେ ପହଞ୍ଚିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ 'କୋଶଳ ପ୍ରବାହ'ରେ ନ୍ୟୁଜ ଆସିବାର ୨ ଘଂଟା ପରେ ପରେ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପହଂଚିଛି ପାଟଣାଗଡ଼ ନିକଟସ୍ଥ ରାଣୀଦର୍‌ହୋ ଗାଁକୁ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ତିନି ଅନାଥ
Read More...

ବଳ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ୍ : ଅଜୁବା ଏକାଦଶ ଦଳ ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ଅଜୁବା ଏକାଦଶ ଦ୍ଵାରା ଆୟୋଜିତ ୩ୟ ବଳ ଓ ଚିତ୍ତ ସ୍ମାରକୀ ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶେଷ ରାତି ଫାଇନାଲ୍‌ ମ୍ୟାଚ୍‌ରେ ପଦ୍ମପୁର ଅଜୁବା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ
Read More...

ପୋଲସରା ବସଷ୍ଟାଣ୍ଡଠାରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍‌ଏସି ବସଷ୍ଟାଣ୍ଡଠାରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ସାମାରୋହରେ ଗତକାଲି ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସହକାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟଅତିଥି ଶ୍ରମମନ୍ତ୍ରୀ
Read More...

ଛତ୍ରପୁର ସହରରେ ୪୮ଜଣ ମିଶନ କୁଇନଙ୍କୁ ସାଇକେଲ ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମିଶନଶକ୍ତି ଅଧୀନରେ ନିୟୋଜିତ ୪୮ଜଣ ମିଶନ କୁଇନଙ୍କୁ ଆନୁଷ୍ଠାନିକ ସମାରୋହରେ ସାଇକେଲ ବିତରଣ କରାଯାଇଛି । ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା, ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପାରାଓ, ନିର୍ବାହୀ
Read More...

ପଞ୍ଜାବର ଆଇଆଇଟି ରୋପାର ଠାରୁ ସମଗ୍ର ଦେଶରେ ଯୁବ ଉତ୍ସବ ଆରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଆମେ ଦୁନିଆର ସବୁଠୁ ବଡ ଯୁବ ଶକ୍ତି ଏବଂ ଆମେ ଆମର ଅପାର ସମ୍ଭାବନା ହାସଲ କରିବାକୁ ଚେଷ୍ଟା କରିବା ଆବଶ୍ୟକ : ଅନୁରାଗ ଠାକୁରଗତକାଲି ଦେଶର ୧୨ଟି ସ୍ଥାନରେ ମଧ୍ୟ ଯୁବ ଉତ୍ସବ ଆୟୋଜିତ ହୋଇଛି୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଦେଶର ୧୫୦ଟି ଜିଲ୍ଲାରେ ଯୁବ ଉତ୍ସବ ଅନୁଷ୍ଠିତ ହେବ
Read More...