Monthly Archives

February 2023

୧୨୦ ବୋତଲ କଫ୍‌ ସିରପ୍‌ ଜବତ, ୨ ଗିରଫ

ସମ୍ବଲପୁର : ସ୍ଥାନୀୟ ସାହୁ କଲୋନୀ ନିକଟରେ କଫ୍‌ ସିରପ୍‌ କାରବାର ଚାଲିଥିବା ନେଇ ଖବର ପାଇବା ପରେ ଟାଉନ ପୋଲିସ ଚଢାଉ କରି ୧୨୦ ବୋତଲ କଫ୍‌ ସିରଫ ଜବତ କରିବା ସହ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ୨ ଅଭିଯୁକ୍ତ ଆକାଶ ଗୁପ୍ତା ଓ ଭିକି ବୋଲି ଜଣାପପଡିଛି ।
Read More...

ସୋସିଆଲ ମିଡିଆରେ କେହି ଅଶାଳୀନ ବାର୍ତ୍ତା ପଠାଉଥିବା ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଆଡେନଡୁଙ୍ଗୁରି ଗ୍ରାମର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍ଦର ଥାନା ଅନ୍ତର୍ଗତ ଆଡେନଡୁଙ୍ଗୁରି ଗ୍ରାମର ପର୍ଶୁରାମ ଦିକ୍ଷିତ ଓ ତାଙ୍କ ସ୍ତ୍ରୀଙ୍କୁ ସୋସିଆଲ ମିଡିଆ ଯୋଗେ ଜଣେ ଅଜଣା ଯୁବକ ଅଶାଳୀନ ବାର୍ତ୍ତା ପଠାଉଥିବା ଅଭିଯୋଗ ହୋଇଛି । ଏନେଇ ପର୍ଶୁରାମ ବଲାଙ୍ଗିର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ
Read More...

ଗଞ୍ଜେଇ ଚାଲାଣ ସନ୍ଦେହରେ ଯାଞ୍ଚ କରିବାରୁ ବ୍ୟାଗରୁ ମିଳିଲା ବିପୁଳ ଟଙ୍କା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜେଇ ଚାଲାଣ ସନ୍ଦେହରେ ଯାଞ୍ଚ କରିବାରୁ ବ୍ୟାଗରୁ ମିଳିଲା ବିପୁଳ ଟଙ୍କା । ସୂଚନା ଅନୁସାରେ ବ୍ୟାଗରେ ଜଣେ ବ୍ୟକ୍ତି ଗଞ୍ଜେଇ ନେଇ ବସରେ ଯାଉଥିବା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ କୁରୁଡୁଲ ନୂଆପଡାଠାରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୁରୁଡୁଲ ଗ୍ରାମର ସିଦ୍ଧାର୍ଥ ପ୍ରଧାନ(୩୩) ବୋଲି
Read More...

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ୯ମ ସନ୍ଧ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଗତକାଲି ୯ମ ସନ୍ଧ୍ୟାରେ ମହାରାଷ୍ଟ୍ର, ପଞ୍ଜାବ ଓ ଝାଡ଼ଖଣ୍ଡର କଳାକାରମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ଜନତା ମଇଦାନରେ ଆୟୋଜିତ ଏହି ଜାତୀୟସ୍ତରର ହସ୍ତଶିଳ୍ପ ମେଳା ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
Read More...

ଓଡ଼ିଶା ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି

ଭୁବନେଶ୍ୱର : ନୂଆ ସୂଚନା କମିଶନର ପଦ ପାଇଁ ସୁଶାନ୍ତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ତାଙ୍କୁ ନୂତନ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି
Read More...

ଶିବରାତ୍ରି ପାଳନ ପାଇଁ ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି : ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ମହାଶିବରାତ୍ରି ଉତ୍ସବ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳନ ହେବ ସେ ନେଇ ମାଲ୍ୟବନ୍ତ ପର୍ବତ ଶିଖରରେ ଥିବା ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ବିଶାଳ ସିଂ । ଓଡ଼ିଶାର ଦ୍ଵତୀୟ କପିଳାସ ମନ୍ଦିର ଭାବେ
Read More...

ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଖୋଲାଯାଇଛି ମୋଟ ୪୦ଟି ମଣ୍ଡି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ଲାଗି ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ମୋଟ ୪୦ଟି ମଣ୍ଡି ଖୋଲାଯାଇଛି । ଚାଷୀମାନେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟରେ ସୁବିଧାରେ ମାଣ୍ଡିଆ ବିକ୍ରି କରି ଲାଭବାନ
Read More...

ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ବଡ ମେଡିକାଲ୍‌ରେ କାର୍ଡିଆକ୍ ଇଣ୍ଟରଭାକ୍ୟୁଲାର୍‌ ଅଲ୍‌ଟ୍ରାସାଉଣ୍ଡ୍ ମେସିନର ଶୁଭାରମ୍ଭ ହୋଇଯାଇଛି । ଏହି ମେସିନ ହୃଦରୋଗୀଙ୍କ ପାଇଁ ଉପାଦେୟ ହେବ । ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ ପାଇବେ ରୋଗୀ । ସରକାରୀ ଡାକ୍ତରଖାନାରେ ଏହି ସେବା ରାଜ୍ୟରେ
Read More...

ଇଟା ବୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ, ୩ ଆହତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ବେଆଇନ ପୋଡା ଇଟା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ପିତାଗାଡ଼ିଆ ଗ୍ରାମର ରବି ପ୍ରଧାନ ବୋଲି ଜଣାପଡିଛି । ସୂଚନା
Read More...