Monthly Archives

February 2023

ଓଡ଼ିଆ ଭାଷା ବିକାଶ ମଞ୍ଚର ବିପ୍ଳବୀ କବି ରବି ସିଂଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ସଭାଗୃହଠାରେ କବି ବଳରାମ ରାଉଳଙ୍କ ସଭାପତିତ୍ୱରେ ବିପ୍ଳବୀ କବି ରବି ସିଂଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରଗତିବାଦୀ କବି ପଶୁପତିନାଥ
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣା : ଜଣେ ଗିରଫ ଏବଂ କୋର୍ଟ ଚାଲାଣ, ଦୁଇ ଜଣ ଫେରାର

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ନକଲି ନୋଟ ଜବତ ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡିଛି । ତେବେ ଫେରାର ଥିବା ଅଭିଯୁକ୍ତ ହେଲେ ଲାଠୋର ଗ୍ରାମର ଖଇରାପଡାର ମାନସ ରଣା ଏବଂ ତୃତୀୟ ଅଭିଯୁକ୍ତର ପରିଚୟ ମିଳିପାରି ନଥିବା
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ପ୍ରତି ପ୍ରତିବଦ୍ଧତା ନେଇ ବାସନ୍ତୀ ପାଠାଗାର ତରଫରୁ ପାଠାଗାର ପରିସରରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ
Read More...

ଘର ଭିତରୁ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ସେପ୍ତିବାହାଲରେ ଏକ ଘର ଭିତରୁ ୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ୨ ଶ୍ରମିକ ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ସେମାନେ ଘରୁ
Read More...

ସୁସ୍ଥ ଗଣତନ୍ତ୍ର ପାଇଁ ନ୍ୟାୟପାଳିକାର ଭୂମିକା ସଂପର୍କରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁସ୍ଥ ଗଣତନ୍ତ୍ର ପାଇଁ ନ୍ୟାୟପାଳିକାର ଭୂମିକା ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଆଲୋଚକ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଭବାନୀ
Read More...

ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା । ବଲାଙ୍ଗିର ପୋଲିସ ଏବେ ଫୁଲ୍‌ ଆକ୍‌ଟିଭ ରହି କ୍ରିମିନାଲ୍‌ କ୍ଲିନ୍‌ ପାଇଁ ତତ୍ପର ରହିଥିବା ବେଳେ ବେପରୁଆ ଗାଡି ଚାଳନା ଓ ଅନ୍ୟାନ୍ୟ ଟ୍ରାଫିକ୍‌ ଆଇନ୍‌ ଉଲଂଘନକୁ ରୋକିବା ପାଇଁ ବି ଅଣ୍ଟା
Read More...

ଭୁବନେଶ୍ୱରଠାରେ ଖୋଲାଫର୍ଦର ୩୨ତମ ପ୍ରତିଷ୍ଠା ଉତ୍ସବରେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ‘କୋଣାର୍କ ସମ୍ମାନ-…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜଧାନୀ ଭୁବନେଶ୍ୱର ହୋଟେଲ ମେରିଅନଠାରେ ଖୋଲାଫର୍ଦର ୩୨ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସାପ୍ତାହିକ ସମ୍ବାଦପତ୍ର ଖୋଲାଫର୍ଦର ସଫଳତା ପ୍ରକାଶନ ପାଇଁ ଏବଂ ନିଜର ବ୍ୟକ୍ତିତ୍ଵ, ନୀରବଚ୍ଛିନ,
Read More...

ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ୍‌ ଟେନ୍‌ସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ ଟେନ୍‌ସନ୍‌ । ଗତ କିଛି ଦିନ ହେଲା ମାତିଛି ବଲାଙ୍ଗିର ପୋଲିସ । ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ଜାରି ରଖିଛି ଜିରୋ ଟଲୋରାନ୍ସ ନୀତି । ଦିନ୍‌ ଦାହାଡା ବିଚ୍‌ ବଜାରରେ କ୍ରାଇମ୍‌ କରି
Read More...

ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ଗଞ୍ଜାମ ସାରସ୍ୱତ ସଙ୍ଘର ୪୬ତମ ବାର୍ଷିକୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ପୁଇଁତୋଳା ଗ୍ରାମରେ ରହିଥିବା ଗଞ୍ଜାମ ସାରସ୍ୱତ ସଂଘ, ଗଞ୍ଜାମଙ୍କ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ୪୬ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ରବିବାର ସକାଳ ୪.୦୦ଟାରେ ଶୁଭାରମ୍ଭ ଉକ୍ତ ଉତ୍ସବରେ ପ୍ରଭାତୀ
Read More...

ଡେଲାଙ୍ଗରେ ଖୋଲିଲା ଅତ୍ୟାଧୁନିକ ଜିମ୍‌ ସେଣ୍ଟର୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ପାଇଁ ଡେଲାଙ୍ଗ ଷ୍ଟେଟ ବ୍ୟାଙ୍କ ସନ୍ନିକଟରେ ରବିବାର ସନ୍ଧ୍ୟାରେ ଜିମ୍‌ ସେଣ୍ଟର୍ ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମାହାନ୍ତିଙ୍କ କରକମଲରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଉଦ୍ୟୋଗୀ ପ୍ରତ୍ୟୁଷ ନିଶଙ୍କ ଏହି ଜିମ୍‌
Read More...