Monthly Archives

February 2023

ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ଗବେଷଣା ପ୍ରତିଷ୍ଠାନର କର୍ମଚାରୀ ସଂଘ ପକ୍ଷରୁ ଗତକାଲି ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଦାବୀ ମଧ୍ୟରେ କର୍ମଚାରୀମାନଙ୍କୁ ପୂର୍ବକୃତ କାର୍ଯ୍ୟ କରିବାକୁ ଅନୁମତି
Read More...

ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ଏକ ବଡ ସଫଳତା । ବଲାଙ୍ଗିର ଦେଇ ଛତିଶଗଡ ରାଜ୍ୟର ରାଇଘରକୁ ଗଞ୍ଜେଇ ଚାଲାଣ ବେଳେ ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ଗଂଜେଇ ସହ ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଏକ
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶିପତ୍ର ପ୍ରଦାନ : ନିରାଶ ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳର ୨୬ ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ଜଣ କଳାକାରଙ୍କୁ କଳାକାର ସହାୟତା ରାଶିପତ୍ର
Read More...

ଛତ୍ରପୁର ପ୍ରେସକ୍ଲବ ତରଫରୁ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସକ୍ଲବ ତରଫରୁ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେସ କ୍ଲବ ଗୃହ ନିମନ୍ତେ ତାଙ୍କ ସମୟରେ ସରକାରୀ ଅନୁଦାନ ପ୍ରାପ୍ତ ହୋଇଥିବା ନେଇ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ଛତ୍ରପୁର
Read More...

କର୍ଲାମୁଣ୍ଡାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ, ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ
Read More...

ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଲୁଟି ନେଲେ ସୁନା ଚେନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଠକାମୀ, ଭଣ୍ଡାମୀ ତଥା ଚୋରି ଡକାୟତି ବଢି ଚାଲିଥିବା ବେଳେ ଆଜି ସହରର ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍‌ ଲୁଟି ନେଇଥିବା ଜଣାପଡିଛି । ଏହାକୁ ନେଇ ଟାଉନ ଥାନାରେ ମଧ୍ୟ ଏକ ମାମଲା ରୁଜୁ
Read More...

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

କଳାହାଣ୍ଡି, (ପି.କେ. ସାହୁ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସହଯୋଗରେ ଆଜାଦୀ କା ଅମୃତ ମହୋତ୍ସବ, ମିଶନ ଲାଇଫ ସମ୍ପର୍କିତ ଦୁଇଦିନିଆ
Read More...

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟ୍‌ବଲ୍‌ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ରୀଡା ଭିତ୍ତିଭୂମି ବିକାଶର ଅନ୍ୟତମ ବିନ୍ଧାଣୀ ତଥା ଭୂତପୂର୍ବ ରାଇଜିଙ୍ଗ କ୍ଲବ ସଭାପତି ସ୍ୱର୍ଗତ ପ୍ରଶାନ୍ତ ସିଂହଙ୍କ ସ୍ମୁତି ଉଦ୍ଦେଶ୍ୟରେ ପ୍ରଥମ ୧୪ ବର୍ଷରୁ କମ୍ ଗ୍ରାସରୁଟ ଫୁଟ୍‌ବଲ୍‌ ଚମ୍ପିୟାନ ପ୍ରତିଯୋଗିତା ରାଇଜିଙ୍ଗ ପଡିଆଠାରେ
Read More...

ଓଡ଼ିଶା ସୂଚନା ଅଧିକାର ଅଭିଯାନର ତୁରେକେଲା ବ୍ଲକ କମିଟି ଗଠନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ରାଜ୍ୟରେ ସୂଚନା ଅଧିକାର ଆଇନ ୨୦୦୫ ପ୍ରଚାର, ପ୍ରସାର ନେଇ କାର୍ଯ୍ୟ କରୁଥିବା ସଙ୍ଗଠନ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ସଂଯୋଜକ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ତୁରେକେଲା ବ୍ଲକ
Read More...

ଗ୍ୟାସ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ମହାକୁଡ଼ପାଲିର ବର ପରିବାର

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାକୁଡ଼ପାଲି ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ ସମୟରେ ଶିବ ଦନାୟକ ପୁଅଙ୍କ ବିବାହ ପ୍ରସ୍ତୁତି ପାଇଁ ମିଠା ସାମଗ୍ରୀ ବନାଉଥିବା ବେଳେ ଗ୍ୟାସ ସିଲିଣ୍ଡରରେ ନିଆଁ
Read More...