Monthly Archives

February 2023

ମହାରାଷ୍ଟ୍ର ସୁଗାର ମିଲରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ : ମହାରାଷ୍ଟ୍ରର ଅହମଦନଗରରେ ଏକ ସୁଗାର ମିଲରେ ଶନିବାର ବଏଲର ଫାଟି ଯିବାରୁ ଏକ ବଡ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ, ନିଆଁ ଲାଗିବାରୁ ୪ଟି ଟାଙ୍କି ଫାଟି ଯାଇଛି । ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଘଟଣା ଘଟିଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରି ନଥିଲା
Read More...

ପପୁଆ ନ୍ୟୁ ଗିନିରେ ଭୂକମ୍ପ ଅନୁଭୂତ

ପୋର୍ଟ ମୋରେସ୍ୱି : ପପୁଆ ନ୍ୟୁ ଗିନିର ବ୍ରିଟେନ ଅଞ୍ଚଳରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୫ । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଏହି ସୂଚନା ଦେଇଛି । ୟୁଏସଜିଏସର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ୬୫ କିଲୋମିଟର ଗଭିରତାରେ ଥିଲା
Read More...

ଆମେରିକାର ନେବାଦାରେ ମେଡିକାଲ ଫ୍ଲାଇଟ କ୍ରାସ

ରେନୋ : ଆମେରିକାର ନେବାଦାରେ ଥିବା ଏକ ପାହାଡିଆ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ ରୋଗୀ ସମେତ ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଲୌନ କାଉଂଟି ଶେରିଫର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅଧିକାରୀଙ୍କ ଷ୍ଟେଜକୋଚ, ନେବାଦା
Read More...

ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ : ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମିମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିଲା । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହାକୁ ନିଶ୍ଚିତ କରାଯାଇଛି । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଶନିବାର ରାତିରେ ଉତ୍ତର
Read More...

ବଲୁଚିସ୍ତାନରେ ବିସ୍ଫୋରଣ : ୨ ମୃତ, ୨ ଆହତ

ଇସଲାମାବାଦ : ବଲୁଚିସ୍ତାନର ଖଉଜଦାର ଜିଲ୍ଲାରେ ଶନିବାର ହୋଇଥିବା ବିସ୍ଫୋରଣରେ ୨ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଏହାସହ ଏହି ବିସ୍ଫୋରଣରେ ୨ ଅନ୍ୟ ପୋଲିସ କର୍ମୀ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୁଜଦାରର ପୋଲିସ ଅଧିକ୍ଷକ (ଏସ୍‌ପି) ଫହଦ ଖାଁ ଖୋସୋଙ୍କ
Read More...

୫୫ ଲିଟର ମଦ ଜବତ, ୧ ଗିରଫ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଚକସରବଣୀ ଗାଁର ସୁରେନ୍ଦ୍ର ପାତ୍ରଙ୍କ ପୁଅ ଗୋପୀନାଥ ପାତ୍ର (୩୮) ଘରେ ପୋଲିସ ଚଢାଉ କରି ପୋଲିସ ୫୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଗୋପୀନାଥଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗୋପୀନାଥ ଦୀର୍ଘ ଦିନ ହେଲା ନିଜ ଘର
Read More...

ସୋ’ରୁମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ୱର ଜାତୀୟ ପଥ ମାଥିଲି ମେଡିକାଲ ନିକଟରେ ଥିବା ପଟ୍ଟନାୟକ ଏଣ୍ଟେର ପ୍ରିସେସ ନାମକ ସୋ'ରୁମରେ ଶୁକ୍ରବାର ରାତିରେ ବିଦ୍ୟୁତ ସଟ ସର୍କିଟରୁ ନିଆଁ ଲାଗି ଯାଇଥିଲା । ଏସମ୍ପର୍କରେ ଖବର ପାଇ ମାଥିଲି, ଗୁମ୍ମା ଓ ଖଇରପୁଟର ୩ଟି ସ୍ଥାନରୁ ଦମକଳ ପହଞ୍ଚି
Read More...

ଧାର ନେଇଥିବା ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଧାର ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ । ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା
Read More...

ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ, ପାନୀୟ ଓ ସ୍ୱଚ୍ଛତା ବିଭାଗ ତରଫରୁ ଏବଂ ଅଧ୍ୟାପକ ଅଜିତ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ 'ଫେଏଟ୍' ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ପ୍ରଧାନ ଅନୁଷ୍ଠାନିକ ଭାବରେ
Read More...

ମୁଖ୍ୟ ଶାସନ ସଚିବଙ୍କ କୋରାପୁଟ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

ଗୁପ୍ତେଶ୍ୱର ମନ୍ଦିର ମାଷ୍ଟର ପ୍ଲାନ ଏବଂ ବିମାନ ବନ୍ଦର ସଂପ୍ରସାରଣ ନେଇ ଅଧିକାରୀମାନଙ୍କ ସହ ଆଲୋଚନା ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର ଜୟପୁରରେ ପହଞ୍ଚିବା ପରେ ସେଠାରୁ
Read More...