Monthly Archives

February 2023

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ : ନାବାଳିକା ଝିଅକୁ ବଧୂ ବେଶରେ ସଜାଇ ବିକୁଥିଲା ସାବତ ବାପା, ଥାନାରେ ୪ ଅଟକ

ପାଟଣାଗଡ଼, (ସଦାଶିବ ସରାଫ୍‌) : ଅର୍ଥ ଲୋଭରେ ନାବାଳିକା ଝିଅକୁ ସାବତ ବାପା ରାଜସ୍ଥାନ ଚାଲାଣ କରୁଥିଲା । ଜଣେ ମହିଳା ମଧ୍ୟସ୍ଥିଙ୍କ ଜରିଆରେ ଝିଅକୁ ଚାଲାଣ ପାଇଁ ୫୦ ହଜାର ଟଙ୍କା ଅଗ୍ରୀମ ନେଇଥିଲା । ଝିଅକୁ ବଧୂବେଶରେ ସଜାଇ କଣ୍ଟାବାଞ୍ଜି ରେଳଷ୍ଟେସନରେ ପହଞ୍ଚି ଥିଲା । କୌଣସି ସୂତ୍ରରୁ
Read More...

ଆସନ୍ତା ୩ରେ ରାଉରକେଲା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖ ଦିନ ସଂଧ୍ୟା ବେଳେ ସେକ୍ଟର ୧୭ ପଡିଆଠାରେ ଅଷ୍ଟମ ରାଉରକେଲା ଦିବସ ପାଳନ କରାଯିବ ବୋଲି ଜଣାପଡ଼ିଛି । ଏନେଇ ସେକ୍ଟର ୪ ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ଲୁହାରପାଲିରେ ସର୍ବ ଭାରତୀୟ ବିଂଝାଲ ସମାଜର ବ୍ଲକସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଲୁହାରପାଲିଠାରେ ସର୍ବ ଭାରତୀୟ ବିଂଝାଲ ସମାଜର ବ୍ଲକସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ସଭା ଅନୁଷ୍ଠିତ ହେବା ପୂର୍ବରୁ ଅତିଥିମାନଙ୍କୁ ଗାଁ ମୁଣ୍ଡର ବିଂଝାଲ ସମାଜର ଶତାଧିକ ମହିଳା ପୁରୁଷ ଏକ
Read More...

ପିକଅପ୍ ଭ୍ୟାନ୍‌କୁ ପଛ ପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ : ଜଣେ ମୃତ, ୪ ଗୁରୁତର

ରଣପୁର : ପିକଅପ୍ ଭ୍ୟାନ୍‌କୁ ପଛ ପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଚାନ୍ଦପୁର
Read More...

ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଉଦ୍‌ଘାଟିତ

କଟକ : କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ଦେଶର ଗର୍ବ । ଏଥିସହ ସେ ନାଗରିକର ଅଧିକାର ଅକ୍ଷୁଣ୍ଣ ରହିବା ଉପରେ ସଚେତନତା ସୃଷ୍ଟି
Read More...

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳି ଗସ୍ତ

କୋରାପୁଟ : କୋରାପୁଟ ଜିଲ୍ଲା ଦେଓମାଳିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେଠାରେ ସେ ପାଇନ ଚାରା ପ୍ରତିରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହିତ ସେଠାରେ ହେଉଥିବା ଇକୋ ଟୁରିଜିମ୍ କଟେଜ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆଗକୁ ସେଠାରେ
Read More...

ଆଶା ଦିଦି କେ.ଯମୁନା ରେଡ୍ଡୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଅତୁଳନୀୟ ଅବଦାନ ଆଣିଥିବା ଛତ୍ରପୁର ବ୍ଲକ୍ ବସନାପଲ୍ଲୀ ଗ୍ରାମର ଆଶା ଦିଦି କେ.ଯମୁନା ରେଡ୍ଡୀ ସ୍ୱାସ୍ଥ୍ୟସେବା ସମ୍ମାନ -୨୦୨୨-୨୩ରେ ସମ୍ମାନିତ ହୋଇଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ,
Read More...

ବ୍ରହ୍ମପୁରଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରେମ’ର ୪୦ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ 'ପ୍ରେମ'ର ୪୦ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହ ପାଳିତ ହୋଇଯାଇଛି । ଆଦିବାସୀ, ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିର୍ଣା ଗାଁର କ୍ରସର୍ ପଛପଟେ ଥିବା ଏକ ଚାଖୁଣ୍ଡା ବୃକ୍ଷରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି କଣ୍ଟାବାଞ୍ଜି ପୋଲିସ । ମୃତ ଯୁବକଙ୍କ ନାମ ଶୋବିଲିୟାସ ହରପାଲ (୨୬)
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜରାସିଂହାରେ ସାମୁହିକ ପିତୃ ସମ୍ମିଳନୀ ଅନୁଷ୍ଠିତ

ଜରାସିଂହା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜରାସିଂହାର ସାମୁହିକ ପିତୃ ସମ୍ମିଳନୀ ପରିଚାଳନା ସମିତିର ସଭାପତି ଚିତ୍ତରଞ୍ଜନ ଥନାପତିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା ସଂକୁଳର ସଂକୁଳ ପ୍ରମୁଖ ଆଶୁକବି ହେମନ୍ତ ଦାଶ ମୁଖ୍ୟ ଅତିଥି ଭାବେ
Read More...