Monthly Archives

February 2023

ପୁଇଁନ୍ତଲା ପଞ୍ଚାୟତ ସମିତି ବୈଠକ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ପଞ୍ଚାୟତ ସମିତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା । ଉପାଧ୍ୟକ୍ଷ ନିରୀମା
Read More...

ଓଡିଶା ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାଲକାନଗିରି : କନେଷ୍ଟବଳ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶିକ୍ଷଣ ଶିବିର । ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଭିଲ ସୋସାଇଟି ସହାୟତାରେ ଜିଲ୍ଲାର ଚାରିଶହରୁ ଅଧିକ ଆଶାୟୀ ଯୁବକ ଯୁବତୀଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାିଛି । ପ୍ରଧାନୀଗୁଡା ଠାରେ
Read More...

ପଞ୍ଚୁପାଣ୍ଡବ ମହୋତ୍ସବ ଦ୍ଵିତୀୟ ଦିବସ : ଦର୍ଶକଙ୍କ ମନ ମୋହିଲା ଗୋଟିପୁଅ ନୃତ୍ୟ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସସ୍କୃତି ଓ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳାର ଦ୍ଵିତୀୟ ଦିବସ ଅନୁଷ୍ଠିତ ହୋଯାଇଛି । ଦ୍ଵିତୀୟ ଦିନର ଦିବା କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧି, ଶିକ୍ଷାବିତ୍‌ମାନଙ୍କୁ ସମ୍ବର୍ଦ୍ଧିତ
Read More...

ଜୁଆ ଆଡ୍ଡାରେ ଚଢାଉ : ଜୁଆଡ଼ି ଗିରଫ, ନଗଦ ୧୫ ହଜାର ଟଙ୍କା ଜବତ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଲସାପଡା ଶିବ ମନ୍ଦିର ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ଚନ୍ଦାହାଣ୍ଡି ପୁଲିସ ଚଢ଼ାଉ କରିଥିଲା । ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏସ୍‌ ଆଇ ଶିବ ପ୍ରସାଦ ମହାନ୍ତି ଟିମ୍‌ ନେଇ ସେଠାରେ ଚଢ଼ାଉ କରିଥିଲେ ।
Read More...

ବଜେଟ୍‌ ଆଲୋଚନାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବଜେଟ୍‌ ଉପରେ ଥିବା ହେବାକୁ ଥିବା ଆଲୋଚନାଚକ୍ରରେ ସାମିଲ ହେବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ରାଜଧାନୀର ହୋଟେଲ ନିଉ ମ୍ୟାରିଅନରେ ଏହି ଆଲୋଚନାଚକ୍ର ହେବ । ଏଥିରେ ରାଜ୍ୟର ବହୁ ଅର୍ଥନୀତିଜ୍ଞ, ସାମ୍ବାଦିକ, ସାମାଜିକ କର୍ମୀ,
Read More...

୧୦ ଜିଲ୍ଲାରେ ଆଭାସି ଉଚ୍ଚ ନ୍ୟାୟାଳୟର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍) : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ୧୦ ଗୋଟି ଜିଲ୍ଲା ଯଥା - ବାଲେଶ୍ୱର, ବ୍ରହ୍ମପୁର (ଗଞ୍ଜାମ), ଭଦ୍ରକ, ଭବାନୀପାଟଣା (କଳାହାଣ୍ଡି), ଭୁବନେଶ୍ୱର (ଖୋର୍ଦ୍ଧା), ବଲାଙ୍ଗିର, ଜୟପୁର (କୋରାପୁଟ), ପୁରୀ, ରାଉରକେଲା (ସୁନ୍ଦରଗଡ) ଓ
Read More...

ପାରାଦୀପ ଦୋଛକି ନିକଟରେ ସିରିଜ ଦୁର୍ଘଟଣା : ୬ ଆହତ, ଡ୍ରାଇଭର ଅଟକ

ପାରାଦୀପ : ପାରାଦୀପ ଦୋଛକି ନିକଟରେ ସିରିଜ ଦୁର୍ଘଟଣା । କାର- ବାଇକ୍‌କୁ ଧକ୍କା ଦେଇ କେନାଲକୁ ପଶିଗଲା ପିକ୍‌ଅପ୍ ଗାଡି । ରାସ୍ତା କଡ଼ରେ ଥିବା ଜଙ୍ଗଲ ଭିତରକୁ ପଶିଗଲା କାର । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ଅଠରବାଙ୍କି ସ୍ୱାସ୍ଥ୍ୟ କେନ୍ଦ୍ରରେ
Read More...

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ସନ୍ଧ୍ୟା ସାଢ଼େ ୫ଟାରେ ଝାଡ଼ଦୀପ ପ୍ରଜ୍ୱଳନ, ଉତ୍ସବ ମୁଖର ମହିମାଗାଦି ଢେଙ୍କାନାଳ/ଯୋରନ୍ଦା : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଶନିବାର ବ୍ରାହ୍ମମୂହୂର୍ତ୍ତରୁ ଆରମ୍ଭ ହେବାକୁ ଯାଉଛି । ସନ୍ଧ୍ୟା ୫.୩୦ ମିନିଟ୍‌ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ । ଜଗତ ଭକତର
Read More...

ହାଇୱା-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା : ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍‌ ଷ୍ଟେସନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇୱା ସହ 'କଲ୍ୟାଣୀ' ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର
Read More...

ଗଞ୍ଜେଇ ଜବତ : ୧ ଗିରଫ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଲକଟି ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗାଡ଼ି ଅପେକ୍ଷାରେ ରହିଥିବା ବେଳେ ଚାଲାଣକାରୀକୁ ପୋଲିସ ଚତୁରତାର ସହ କାବୁ କରିଥିବା ଜଣାପଡିଛି । ବସ୍ତା ଯୋଗେ ନିଆ ଯାଉଥିବା ୨୩ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ପୁଲିସ ତାଙ୍କୁ ଗିରଫ
Read More...