Daily Archives

ତେଲେଙ୍ଗାନା ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମକୁ ଗଲେ ମାଲକାନଗିରି ଜିଲ୍ଲାରୁ ୨୦ ଯୁବକ ଯୁବତୀ

ମାଲକାନଗିରି : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆୟୋଜିତ ଯୁବ ମହୋତ୍ସବରେ ଯୋଗ ଦେବା ପାଇଁ ମାଲକାନଗିରି ଜିଲ୍ଲାର ୨୦ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ବିଏସ୍‌ଏଫ୍‌ ପକ୍ଷରୁ ପଠାଯାଇଛି । ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଆଇ ଏଚ ଖାନ ମୁଖ୍ୟ ଅତିଥି
Read More...

ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ

ଚମ୍ପୁଆ : ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି । ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗତକାଲି ରାତିରେ ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଏକ ଗୋଠ ଛଡ଼ା ଦନ୍ତା ଆକ୍ରମଣ
Read More...

ଦୁଇଟି ବେଆଇନ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

ଭୋଗରାଇ : ବେଆଇନ କରତ କଳ ଉପରେ ଚଢ଼ାଉ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ଛକ ବଜାରଠାରେ ଥିବା ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ଏବଂ ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିବା ଜଣାପଡିଛି । ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ
Read More...

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍‌ପି
Read More...

୨୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନରୁ ଅବକାରୀ ପୋଲିସ ୨୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ମଣିକପୁର ଗ୍ରାମର ବିନୋଦ କୁମାର ଗୁପ୍ତା(୫୫) ଓ ମଦନ ପାତ୍ର (୨୪) । ସୂଚନା ଅନୁସାରେ ଟ୍ରେନ ମାଧ୍ୟମରେ ଅଭିଯୁକ୍ତ ଦ୍ବୟ ଗଞ୍ଜେଇ
Read More...

ଅମ୍ବାଦଳା ରେଳଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଅମ୍ବାଦଳାଠାରୁ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା କାରଖାନା ଯାଉଥିବା ସମୟରେ ରେଳର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ୪ରୁ ୬ଟି ଚକ ରେଳ ଧାରଣାରୁ ତଳକୁ ଓହ୍ଲାଇ ପଡ଼ି ଲାଇନଚ୍ୟୁତ
Read More...

ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଏଥିପାଇଁ କମିଶନରେଟ୍‌ ପୁଲିସ୍‌ ଟ୍ରାଫିକ୍‌ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛି । ଏହି ଅଧିବେଶନ ପାଇଁ ୩୬ ଦିନ ଟ୍ରାଫିକ୍‌ କଟକଣା କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯିବ
Read More...

ତୁର୍କୀରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ତୁର୍କୀରେ ପୁଣି ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଛି । ହୟାତ ପ୍ରଦେଶରେ ଏହି ଝଟକା ଅନୁଭୂତ ହୋଇଛି । ପୂର୍ବରୁ ୭.୪ ତୀବ୍ରତାର ମହାବିନାଶକାରୀ ଭୂକମ୍ପ ପରେ ପୁଣି ଥରେ ତୁର୍କୀରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । କେତେ କ୍ଷୟକ୍ଷତି ଘଟିଛି,
Read More...

ମଙ୍ଗଳବାର ବିଧାନସଭା ଅଧିବେଶନ : ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ

ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣ ସହ ମଙ୍ଗଳବାର ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ । ଅପରାହ୍ନ ୧୧ଟାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ । ତା'ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଅନ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା-୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ଵର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ର ଶୁଭ ଉଦ୍‌ଘାଟନ କରିଛନ୍ତି । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୧୨୧ଗୋଟି ଷ୍ଟଲ୍‌ରେ ଜନଜାତିଙ୍କ
Read More...