Daily Archives

‘ୱାର୍ଲ୍ଡ ଡିଜାଇନିଂ ଫୋରମ’ର ସାଧାରଣ ସମ୍ପାଦକ ଭାବରେ ସବ୍ୟସାଚୀ ଶତପଥୀ ନିଯୁକ୍ତ

ଭୁବନେଶ୍ୱର : ୱାର୍ଲ୍ଡ ଡିଜାଇନିଂ ଫୋରମର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ପାଇଲେ ସବ୍ୟସାଚୀ ଶତପଥୀ । ପ୍ରଥମ ଓଡିଆ ପୁଅ ଭାବରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କର ଚୟନ ନ୍ୟାସନାଲ କୋର କମିଟିର ନିଷ୍ପତ୍ତି ଅନୁସାରେ କରାଯାଇଛି । ଏଥିରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୂଳପତି,
Read More...

କପିଳାସ ପୀଠରେ ଜାଗର ଯାତ୍ରା

ଢେଙ୍କାନାଳ : ପବିତ୍ର ଜାଗର ଉପଲକ୍ଷେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସ ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସରେ ସକାଳୁ ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ କରାଯାଇଛି ।
Read More...

କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା । ମହାରାଣୀ ସାଗର ଅଂଚଳରେ ଉଚ୍ଛେଦ ହେବାକୁ ଥିବା ୧୫ଟି ପରିବାରର ଲୋକଙ୍କୁ ପୂର୍ବରୁ ଜାଗା ମିଶନ ଜରିଆରେ ଘର ପ୍ରଦାନ କରାଯାଇ ସାରିଥିବା ବେଳେ ପୂର୍ବ ପ୍ରତିଶୃତି ଅନୁସାରେ ଆଜି ଚାରିମାସର ଘରଭଡ଼ା ଦେବା ପାଇଁ ବଲାଙ୍ଗିର
Read More...

ନବ ନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନବ ନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୦ରେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯିବ । କାର୍ଯ୍ୟକ୍ରମରେ ସରକାରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶାଖା ମହାବିଦ୍ୟାଳୟର ନବ ନିଯୁକ୍ତ
Read More...

ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା : ଥାନାରେ ୨ ଅଟକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ । ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲକୁ ପୋଡ଼ିବାକୁ ନେବା ବେଳେ ମୃତଦେହ ଜବତ କଲା ପୁଲିସ । ମୃତ ମହିଳା ଜଣକ ମମତା
Read More...

ଗୋଆ ମିରାମାର ବେଳାଭୂମିରେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି

ଭୁବନେଶ୍ୱର : ମହାଶିବରାତ୍ରି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି । ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ
Read More...

ସିରିସ୍‌-କୁତୁର୍ଲା ବ୍ରିଜ୍‌ ଭିତ୍ତିପ୍ରସ୍ତର ଦେଲେ ନରସିଂହ

ଏହି ପୋଲ ଅଂଚଳ ପାଇଁ ଆଶୀର୍ବାଦ ସଦୃଶ ହେବ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ କୁଡାସିଂହାର ସିରିସ-କୁତୁର୍ଲା ବ୍ରିଜର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା
Read More...

ଦୁର୍ଗମ ବଣ୍ଡା ଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ସଭା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ଦୁର୍ଗମ ବଣ୍ଡାଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ମାଥିଲି ବନାଞ୍ଚଳ ବିଭାଗ ପକ୍ଷରୁ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବଣ୍ଡା ଘାଟିରେ ପୋଡୁ
Read More...

ଜଙ୍ଗଲ ଓ ରାଜସ୍ୱ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା ରାଜସ୍ୱ ବିଭାଗ ଓ ବନ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବନ ବିଭାଗ ସମ୍ମିଳନୀ କକ୍ଷରେ ବନଖଣ୍ଡୀୟ ଅଧିକାରୀ ପ୍ରତାପ କୋତାପଲିଙ୍କ ଅଧ୍ୟକ୍ଷତାରେ
Read More...

ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟରେ ପୂର୍ବତନ ବିଚାରପତି ତଥା ଉତ୍ତରାଖଣ୍ଡ ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଶୁକ୍ରବାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
Read More...