Daily Archives

ମନମୁଣ୍ଡାରେ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ତାଲିମ

ମନମୁଣ୍ଡା : ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅନ୍ତର୍ଗତ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ତାଲିମ ଉଦ୍‌ଘାଟିତ ହୋଇଛି । ସିଏଚ୍‌ସିର ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସଏ ଏହାକୁ ଉଦ୍‌ଘାଟନ କରିଛନ୍ତି । ବିପିଏମ୍‌ ରାକେଶ କୁମାର ମହାପାତ୍ର ଏବଂ
Read More...

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଦୈନିକ ଇଂରାଜୀ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡ ଓ ଆଇବିସିଏସ୍‌ର ମିଳିତ
Read More...

ସମସ୍ତ ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତ ବସ୍ତି ବାସିନ୍ଦାଙ୍କୁ ଆଇନ ଅନୁଯାୟୀ ଜମିପଟ୍ଟା ପ୍ରଦାନ ଦାବୀରେ ଆମ୍ ଆଦମୀ ପାର୍ଟି ତରଫରୁ ଗତକାଲି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଉରକେଲା ବନ୍ଧମୁଣ୍ଡା ସ୍ଥିତ
Read More...

ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଯୁବ ହଷ୍ଟେଲ ଆସୋସିଏସନ୍ ତରଫରୁ ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ କୋଏଲ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ହଷ୍ଟେଲ, ଏନ୍‌ଆଇଟି, ସିଆଇଏସ୍‌ଏଫ୍‌ ତଥା
Read More...

‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ପକ୍ଷରୁ ରକ୍ତଦାନ ଶିବିର

କଂଟାବାଞ୍ଜିରେ ୨୫ ଦମ୍ପତି କଲେ ରକ୍ତଦାନ ତୁରେକେଲା, (କୈଳାସ ସଗ୍ରିଆ) : କଂଟାବାଞ୍ଜି ସହରେ ନିଆରା ଢଙ୍ଗରେ ପାଳନ କରାଯାଇଛି ପ୍ରେମ ଦିବସ । କଂଟାବାଞ୍ଜି ସହରସ୍ଥିତ ହରିଭବନ ଠାରେ ‘ସମ୍ବାଦ ଆମ ଓଡିଶା’ ଓ ହମାରେ ପଡୋଶୀ ରୋଡ ନମ୍ବର ୩ ପକ୍ଷରୁ ରୋଡ ଏହି ଦିନକୁ ନିଆରା ଢଙ୍ଗରେ ପାଳନ
Read More...

ସ୍ପେସ ଅନ୍‌ ହୁଇଲ ପ୍ରଦର୍ଶନୀ ଉଦ୍‌ଯାପିତ

ୟୁ-ଟ୍ୟୁବ୍‌ ଲାଇଭ ମାଧ୍ୟମରେ ପ୍ରଦର୍ଶନୀ ଦେଖିଲେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ୩ ଦିନ ଧରି ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ପରିଦର୍ଶନ କଲେ ପ୍ରଦର୍ଶନୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ର(ସ୍ପେସ୍‌
Read More...

ବାଇକ୍‌ ସହ ହାଇୱା ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଟଣୀ ଥାନା ଅନ୍ତର୍ଗତ ବାଛେରା ପାଟଣା ଅନୁଗୁଳ ରାସ୍ତାରେ ଜଟିଆଣି ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ନିରଞ୍ଜନ ଦାସ
Read More...

ତପ୍ତପାଣି ଘାଟିରେ ଓଲଟିଲା ୨ ଟ୍ରକ

ସାନଖେମୁଣ୍ଡି : ପାଟପୁର ଥାନା ତପ୍ତପାଣି ଘାଟିରେ ଦୁଇଟି ମାଲ ବାହି ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରାତି ୨ ଟା ସମୟରେ ଆଶ୍ରମ ସ୍କୁଲ ବେଲଗଡ଼ ନିକଟ ଟରନିଙ୍ଗରେ ପଣସ ବୋଝେଇ ଟ୍ରକ ଏବଂ ରାତି ୧୨ ଟା ୩୦ ରେ ଜକରାପଲ୍ଲି ନିକଟରେ ମକା ବୋଝେଇ ଟ୍ରକ
Read More...

ପରିବହନ ବିଭାଗ ଓ ପୋଲିସର ମିଳିତ ଗାଡ଼ି ଯାଞ୍ଚ

ଦାରିଙ୍ଗବାଡି : ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ଘଟୁଛି ଦୁର୍ଘଟଣା ଯାଉଛି ନିରୀହ ଜୀବନ । ଏହାକୁ ଆଖି ଆଗରେ ରଖି ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡି ପୁଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଇଥିଲା
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କଲେ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କଲେ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଜଣେ ଅଧିକାରୀ । ଅବସରପ୍ରାପ୍ତ ଅଧିକାରୀ ବିଜୟ କୁମାର ନନ୍ଦ ମଙ୍ଗଳବାର ପୂର୍ବାହ୍ନରେ ଏହି ଅର୍ଥ ପୁରୀ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ ପାଇଁ ଅତିରିକ୍ତ
Read More...