Daily Archives

୧୯ତମ ଧଉଳି-କଳିଙ୍ଗ ମହୋତ୍ସବର ଶୁଭ ଉଦ୍‍ଘାଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ୧୯ତମ ଧଉଳି-କଳିଙ୍ଗ ମହୋତ୍ସବ ଗତକାଲି ଶୁଭ ଉଦ୍‍ଘାଟନ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ, ଭାରତନାଟ୍ୟମ ଏବଂ ସମରକଳା (କଲାରିପାଇଟୁ ଓ ଛଉ) ନୃତ୍ୟରେ
Read More...

ଆଦର୍ଶ ପାଠାଗାର ପୁସ୍ତକ ମେଳାର ଉଦ୍‌ଯାପନୀ ଦିବସ

କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା ରାଉରକେଲା, (ସସ୍ମିତା ପ୍ରଧାନ) : କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା । ଭଲ ମଣିଷ ହେବାକୁ ହେଲେ ଆମ ଭିତରେ ଥିବା ମଣିଷତ୍ୱକୁ ଜାଗ୍ରତ କରିବାକୁ ପଡିବ, ଏଥିପାଇଁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ଆଦର୍ଶ ପାଠାଗାର
Read More...

ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫାଇଲେରିଆ, ସ୍ଥନ କର୍କଟ, ଗର୍ଭାଶୟ କର୍କଟ, ସାନିଟାରି ପ୍ୟାଡର ସଠିକ୍‌ ବ୍ୟବହାର ଏବଂ ତାକୁ ନଷ୍ଟ କରିବାର ସଠିକ୍‌ ପ୍ରଣାଳୀ ଉପରେ ସଚେତନ
Read More...

ଗଞ୍ଜାମର ଗୌରବ ସୁଦୀକ୍ଷା ଦାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ଫେବୃଆରୀ ୪ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେଇଯାଇଛି । ଗଞ୍ଜାମ ସହର ଅନ୍ତର୍ଗତ ଜୟଶ୍ରୀ କେମିକାଲସ୍ ବିଦ୍ୟାଳୟର ଛାତ୍ରୀ ସୁଦୀକ୍ଷା ଦାସ ୧୪ ବର୍ଷରୁ କମ୍ ୮୦ ମିଟର ବାଧାଦୌଡ
Read More...

ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଟାଉନ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କବିଚନ୍ଦ୍ରପୁର ବିଜୟ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ କବିଚନ୍ଦ୍ରପୁର ଠାରେ ଆରମ୍ଭ ହୋଇଥିବା ସୁଦାମ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ତୃତୀୟ ଦିନରେ ତିନିଗୋଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ନର୍ସିଙ୍ଗପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫
Read More...

ଭବାନୀପାଟଣା ଠାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର
Read More...