Daily Archives

ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବିଧାୟକ ସୁନନ୍ଦା ଦାସ ପ୍ରମୁଖ ନିଜର
Read More...

ବେଆଇନ ଇଟାଭାଟି ଉପରେ ଚଢ଼ାଉ କଲା ପ୍ରଶାସନ : ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟି ଧୂଳିସାତ୍‌

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡାହାଡ ଗାଁ ସମ୍ମୁଖରେ ବେଆଇନ ଇଟାଭାଟି ଚାଲିଥିବା ବେଳେ ଗତ ବୁଧବାର ଦିନ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟିକୁ ନଷ୍ଟ କରି ଧୂଳିସାତ୍‌
Read More...

ଆଦର୍ଶ ଶିକ୍ଷକ ହରିହର ସାହୁଙ୍କ ପରଲୋକ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଢା ଗ୍ରାମର ଆଦର୍ଶ ଶିକ୍ଷକ ହରିହର ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ମେଣ୍ଢା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଦୁଇ ପୁଅ, ଦୁଇ ଝିଅ ତଥା ତିନି ନାତି, ପାଞ୍ଚ ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ସେ ଡଭା
Read More...

ୟୁପି ରାଜନୀତିରେ ଝଡ଼ : କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରେ ଆଉ ଜଣେ ମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମର୍ଥନ କଲେ

ଲକ୍ଷ୍ନୌ : ବିହାର ପରେ ଏବେ ଉତ୍ତରପ୍ରଦେଶରେ ଜାତିଗତ ଜନଗଣନା ପାଇଁ ସମର୍ଥନ ବଢ଼ିବାରେ ଲାଗିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗତ କିଛି ଦିନ ହେବ ଏହି ଦାବୀ କରିଆସୁଛନ୍ତି । ରାଜ୍ୟର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ଦାବୀକୁ ସମର୍ଥନ କରିଛନ୍ତି । ଏଥି
Read More...

ବ୍ରାଉନସୁଗାର ଜବତ : ୪ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ପୋଲିସକୁ ମିଳିଛି ବଡ଼ ସଫଳତା । ୧୬ ନଂ ଜାତୀୟ ରାଜପଥ ତୋଟାପଡ଼ା ଛକରେ ଚଢ଼ାଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି
Read More...

ଘାଟିରେ ଟ୍ରକ୍‌ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୃତ୍ତ ବୁଧବାର ସନ୍ଧ୍ୟାରେ ୫୯ନଂ. ଜାତୀୟ ରାଜପଥରେ କାଠଗଣ୍ଡି ପକାଇ ଏକ ଟ୍ରକ୍‌କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ଶିକ୍ଷକଙ୍କୁ ମରଣାନ୍ତକ
Read More...

ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାଠାରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ଗତକାଲି ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠାର କର୍ତ୍ତା ଶ୍ରୀମତୀ ଉମାରାଣୀ ପୁରୋହିତ ଓ ରାଜେନ୍ଦ୍ର ପୁରୋହିତ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରର
Read More...