Monthly Archives

January 2023

ପଦ୍ମପୁର ଉପଖଣ୍ଡ ମଣ୍ଡିରେ ପଡିଛି ୬ ଲକ୍ଷ ୫୩ କ୍ୱିଣ୍ଟାଲ ଧାନ, ତୁରନ୍ତ ଧାନ ନ ଉଠିଲେ ଆନ୍ଦୋଳନ କରିବାକୁ ଚେତାବନୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ମୋଟ ୧ ଲକ୍ଷ ୩୯ ହଜାର ୫ ଶହ ୫୮ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ । ୧ ଲକ୍ଷ ୨୭ ହଜାର ଚାଷୀ ୬୭ ଲକ୍ଷ ୩୩ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ପ୍ରତି ଚାଷୀ ପିଛା ହାରାହାରି ୫୩ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି
Read More...

ଓଡିଶା ଗସ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର

ମନ୍ତ୍ରଣାଳୟ ଅଧୀନସ୍ଥ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ଭୁବନେଶ୍ୱର ସ୍ଥିତ ଦୂରଦର୍ଶନ କେନ୍ଦ୍ର, ନେସନାଲ ଏକାଡେମୀ ଅଫ୍ ବ୍ରଡକାଷ୍ଟିଂ ଆଣ୍ଡ ମଲ୍ଟିମିଡିଆ, ପତ୍ର ସୂଚନା
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୫ଟି କେନ୍ଦ୍ରରେ ୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ…

ସୁବର୍ଣ୍ଣପୁର, (କେପିଏସ୍‌ଏନ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ଜିଲ୍ଲାର ତରଭା, ସୋନପୁର ଓ ବୀରମହାରାଜପୁର ବ୍ଲକ ଅଂଚଳର ୦୫ଟି ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ୧୮ ବର୍ଷ ବୟସରୁ ଅଧିକ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଏବଂ ବୋଷ୍ଟର୍ ଡୋଜ୍
Read More...

ସହରରେ ବେଆଇନ ଭାବେ ଲାଗିଥିବା ବ୍ୟାନର ଗୁଡିକୁ ହଟାଇଲା ପୌର ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ସ୍ଥାନର ଲାଇଟ ଖୁମ୍ବଗୁଡିକରେ ବେଆଇନ ଭାବେ ଲାଗିଥିବା ବ୍ୟାନରଗୁଡିକୁ ପୌର ପ୍ରଶାସନ ତରଫରୁ ଆଜି ହଟାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ବ୍ୟାନର ଗୁଡିକ ପୌର ପ୍ରଶାସନର ବିନା ଅନୁମତିରେ ଲାଗିଥିବାରୁ ପୌର ପ୍ରଶାସନ ଏହା ଉପରେ
Read More...

ଗାନ୍ଧୀ ସ୍କୁଲ ଅଫ୍‌ ଇଞ୍ଜିନିୟରିଙ୍ଗ ଶିକ୍ଷାନୁଷ୍ଠାନ ପକ୍ଷରୁ ବାର୍ଷିକ କ୍ରୀଡା ସପ୍ତାହ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଭାବନ୍ଧ ସ୍ଥିତ ଗାନ୍ଧୀ ସ୍କୁଲ ଅଫ୍‌ ଇଞ୍ଜିନିୟରିଙ୍ଗ ଶିକ୍ଷାନୁଷ୍ଠାନର ଏକାଦଶ ବାର୍ଷିକ କ୍ରୀଡା ସାମାରୋହ ଉଦ୍‌ଘାଟିତ ହୋଇଯାଇଛି । ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କ୍ରୀଡ଼ା ସାମାରୋହରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ
Read More...

ବଲାଙ୍ଗିର ସଦର ବ୍ଲକ ଅଫିସ ଘେରିଲେ କଅଗାଁବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଗ୍ରାମ ପଂଚାୟତର କଅଗାଁବାସୀ ବଲାଙ୍ଗିର ସଦର ବ୍ଲକ ଅଫିସ ଘେରିଛନ୍ତି । ଘେରାଉରେ ସାମିଲ ଥିବା କଅଗାଁବାସୀଙ୍କ କହିବାନୁସାରେ ମିର୍ଦ୍ଧାପାଲି ଗ୍ରାମ ପଂଚାୟତ ୪ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଏହି
Read More...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଡେମୋଟ୍ରେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖା ସାମ୍ନାରେ ଆଜି ଅପରାହ୍ଣରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ୬ ଦଫା ଦାବୀ ନେଇ ଡେମୋଟେସନର ଆୟୋଜନ ହୋଇଯାଇଛି । ଆସନ୍ତା ୩୦ ଓ ୩୧ ତାରିଖରେ ସାରା ଭାରତରେ ବ୍ୟାଙ୍କ ଷ୍ଟ୍ରାଇକ୍‌ ଡାକରା ଦିଆଯାଇଛି ।
Read More...

ବିଧାୟିକା ବର୍ଷା ସିଂ ବରିହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ. ଳଲିତେଣ୍ଡୁ ନାୟକଙ୍କ ସଭାପିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ନବ ନିର୍ବାଚିତ ବିଧାୟିକା ବର୍ଷାରାଣୀ
Read More...

ଜାତୀୟ ଉଠା ଦୋକାନୀ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୨୦ ତାରିଖରେ ନିଆରା ଭାବରେ ପାଳିତ ହୋଇଯାଇଛି 'ଜାତୀୟ ଉଠା ଦୋକାନୀ ଦିବସ' । ଏହା ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

କମାଲ ଦେଖାଇଲେ ବଲାଙ୍ଗିରର ଝିଅ, ମିସ ଓଡିଶାରେ ପ୍ରଥମ ସ୍ଥାନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବିୟୁଟି ଏକ୍ସପୋ ସବ୍‌ଜୁନିଅର ମିସ ଓଡିଶା ଝାରସୁଗୁଡ଼ା ଜିଲ୍ଲା ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିବା ବେଳେ କମାଲ ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲାର ଝିଅ । ଗାନ୍ଧୀନଗରପଡାର ନିରଂଜନ ଶର୍ମା ଓ ସୀମା ଶର୍ମାଙ୍କ ଝିଅ ଐଶର୍ଯ୍ୟା ଶର୍ମା(୧୪) ବିୟୁଟି ଏକ୍ସପୋ
Read More...