Monthly Archives

January 2023

ପୋଲିସ ପରିଚୟ ଦେଇ ମୋବାଇଲ ଓ ଟଙ୍କା ଲୁଟ୍‌ ଅଭିଯୋଗ

ଦାରିଙ୍ଗବାଡି : ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପରିଚୟ ଦେଇ ଜଣେ ଦୁର୍ବୃତ୍ତ ଲୋକଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଜଣେ ଅଚିହ୍ନା ଲୋକ ନିଜକୁ ପୋଲିସ ପରିଚୟ ଦେଇ ଅଞ୍ଚଳର ଅନେକ ଲୋକଙ୍କ ଠାରୁ ମୋବାଇଲ ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
Read More...

ଖଡ଼ିଆଳ ମହୋତ୍ସବ ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ଖଡ଼ିଆଳ ମହୋତ୍ସବରେ ଉଦିତ୍‌ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତା ବହ ସାଜିଥିବା ଖଡ଼ିଆଳ ମହୋତ୍ସବ
Read More...

ଦୁଇ ଅସାଧୁ କପା ବ୍ୟବସାୟୀ ଜେଲ ଗଲେ, ନିଜ ପାଉଣା ଫେରସ୍ତ ପାଇଲେ ଚାଷୀ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ କପସିପାଲି ଗ୍ରାମର ଦୁଇଜଣ ବ୍ୟବସାୟୀ କପା କିଣୁଥିବା ବେଳେ ଚଞ୍ଚକତା କରି ଚାଷୀଙ୍କୁ ଠକୁଥିବା ନେଇ ଅଭିଯୋଗରେ ଖପ୍ରାଖୋଲ ପୋଲିସ ଦୁଇ ଅସାଧୁ କପା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି । ଅଭିଯୁକ୍ତ ଦୁଇଜଣ ହେଲେ କପସିପାଲି ଗ୍ରାମର
Read More...

ଏକଦିବସୀୟ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ : ପଞ୍ଜାବ ଦଳ ଚମ୍ପିଆନ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି କେସି ହାଇସ୍କୁଲ ପଡ଼ିଆ ପରିସରରେ ଫିଆଟଲକ୍ସ କ୍ଲବ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଟିମ୍, ଖୋର୍ଦ୍ଧା ରେଲୱେ, ପଞ୍ଜାବ ଏବଂ ୱେଷ୍ଟବେଙ୍ଗଲ ଟିମ୍ ଅଂଶଗ୍ରହଣ କରିଥିଲେ
Read More...

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ମୃତ, ହତ୍ୟାର କାରଣ ଅସ୍ପଷ୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବାଲିବଣ ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ହେଲେ ତାଳସର ପଂଚାୟତର ଭାବିନିପୁର ଗ୍ରାମର ନାରାୟଣ ଗୌଡ଼ଙ୍କ ପୁଅ ପଙ୍କଜ ଗୌଡ଼ । ଶୁକ୍ରବାର ଅପରାହ୍ନରେ କେତେଜଣ
Read More...

ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର : ବୋଲେରୋ ଧକ୍କାରେ ବାଇକ୍‌ ଆାରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ମହାବୀରପଡ଼ା ନିକଟରେ । ମୃତକ ଜଣକ ଭତରା ଅଞ୍ଚଳର ରଞ୍ଜିତ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରଞ୍ଜିତ ବାଇକ୍‌ରେ ଘରକୁ ଫେରୁଥିଲେ ।
Read More...

କୃଷି ବିଭାଗ ତରଫରୁ କୃଷକ ସଚେତନତା ରଥର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ବାବୁଲି ଚରଣ ସେଠୀ ଯୋଗ ଦେଇ
Read More...

ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଶନିବାର ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ପଞ୍ଚାୟତିରାଜ,
Read More...

ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା ଘର : ୨ ଗାଈ ଆହତ

ପାଟକୁରା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତର ଶିକଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯିବା ସହିତ ୨ ଗାଇ ଆହାତ ହେଇଛନ୍ତି । ଖବର ଅନୁଯାୟୀ ତଳକୁସୁମା ସିକଳ ଗ୍ରାମର ସୁକାନ୍ତ ରାଉତ, ପ୍ରଶାନ୍ତ ରାଉତ, ସୁମନ୍ତ ରାଉତ ଏହି ଅଗ୍ନିକାଣ୍ଡର ଶିକାର
Read More...

ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍‌ଲାଇନ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍‌ଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ । କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର
Read More...