Monthly Archives

January 2023

ବଲାଙ୍ଗିର ଆର୍‌ଟିଓ ଛକ ନିକଟସ୍ଥ ଶ୍ମଶାନଘାଟକୁ ପୌର ପରିଷଦର ଅଧିକାରୀମାନଙ୍କ ସହ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆର୍‌ଟିଓ ଛକ ନିକଟସ୍ଥ ଶ୍ମଶାନଘାଟକୁ ପୌର ପରିଷଦର ଅଧିକାରୀମାନଙ୍କ ସହ ପରିଦର୍ଶନ କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ତେବେ ଏହି ଶ୍ମଶାନଘାଟ ୧.୨କୋଟି ବ୍ୟୟରେ ନିର୍ମିତ ହେଇଥିବା ବେଳେ ଏଠାରେ ଶବଦାହ କରିବା ପାଇଁ ସମସ୍ତ ଉନ୍ନତ
Read More...

ବ୍ରହ୍ମପୁରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ବିଭିନ୍ନ ସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଦିବସ ମହାସାମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତ ଫେରି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ,
Read More...

ଛତ୍ରପୁର ପ୍ରେସ କ୍ଲବକୁ ଉଦ୍‌ଘାଟନ କରିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ଆନୁଷ୍ଠାନିକ ଜାତୀୟ ପରେଡ଼ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ତଥା ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ
Read More...

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟା ମନ୍ଦିର ବିଭାଗରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଚୈତନ୍ୟ ଭୋଇ ଗୁରୁଜୀ (ବିଦ୍ୟା ମନ୍ଦିର ପ୍ରମୁଖ) ସ୍ୱାଗତ ଭାଷଣ ଓ
Read More...

କଟାବାହାଲରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମରେ ପ୍ରଥମ ଥର ପାଇଁ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏଥିରେ କଟାବାହାଲ (କ), ମୁଣ୍ଡାପାଲି, ଲରମ୍ଭା, ସହାଜବାହାଲ, ଘନାମାଲ, ଆଗଲପୁର, କଟାବାହାଲ (ଖ) ମୋଟ ୭ ଗୋଟି ଦଳ
Read More...

ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମଦିନ ପାଳନ ହୋଇ ଯାଇଛି । ଏହି ଜୟନ୍ତୀ ଅବସରରେ ମୁଖ୍ୟଅତିଥି ସନ୍ଥ ଗୌରାଙ୍ଗ ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର
Read More...

ପୋଲିସ ହାଇସ୍କୁଲରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ଛାତ୍ରଛାତ୍ରୀ ପରିଶ୍ରମି ଓ ସ୍ୱାଧିନଚେତା ହେଲେ ଦେଶ ଆଗେଇବ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ପୋଲିସ ହାଇସ୍କୁଲଠାରେ ଆଜି ଦୁଇ ଓଡିଆ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ
Read More...

କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୭ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୭ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରଥମେ ଗାଁର ଅଧିଷ୍ଠାତ୍ରୀ ଦେବୀ ମା' ସାହାଜୀକଟେନ ପୀଠରୁ ମଶାଲ ଆଣି
Read More...

ଛତ୍ରପୁର ଷ୍ଟାଡିୟମରେ ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ

ଦ୍ୱିତୀୟ ଦିବସରେ ଗଜପତି-୬ ସହ ଭୁବନେଶ୍ୱର-୬ ମଧ୍ୟରେ ଲଢ଼େଇପ୍ରଥମ ଦିବସର ଖେଳରେ ପାଣିଗଣ୍ଡା ଦଳକୁ ହରାଇ ମାଣ୍ଡିଆପଲ୍ଲୀ ଦଳ ବିଜୟୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଷ୍ଟାଡିୟମରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଆନ୍ତଃଜିଲ୍ଲା ଭଲିବଲ
Read More...

ବାଘମାରୀ ସାରୁଅ ରାସ୍ତାରେ ସିରିଜ ଦୁର୍ଘଟଣା : ୫ ଆହତ

ଖୋର୍ଦ୍ଧା : ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ସାରୁଅ ରାସ୍ତାରେ ସିରିଜ ଦୁର୍ଘଟଣା । ଘଟଣାରେ ଚାରି ଜଣ ଆହତ ହେବା ସହ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନା ପଠାଯାଇଥିବା ବେଳେ ଜାତୀୟ ରାଜପଥରେ
Read More...