Monthly Archives

January 2023

ପାରିପାର୍ଶ୍ବିକ ବିକାଶ ବାର୍ତ୍ତା ନେଇ ତ୍ରୀକୁଟ ପାହାଡ ଚଢିଲେ ଜିଲ୍ଲା ଅଧିକାରୀ

ପାରିପାର୍ଶ୍ବିକ ବିକାଶରେ ସମସ୍ତ ଅଧିକାରୀ ସ୍ୱତଃ ସାମିଲ ହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶର ବାର୍ତ୍ତା ନେଇ ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୨ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ବିଭିନ୍ନ ୧୮ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ
Read More...

ଭିଡିଓ ଭାଇରାଲ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ସୁରକ୍ଷା କର୍ମୀ ଗାଢ଼ ନିଦରେ…..

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାଃ….କି ନିଦ ! ହାତରୁ ମୋବାଇଲ ଟାଣି ନେଲେ ବି ଜାଣି ପାରୁନାହାନ୍ତି ବାବୁ । ନିଦରେ ପୁରା ଚୁର୍‌…. । ଗାଢ଼ ନିଦ । ଏ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲରୁ ମୋବାଇଲ୍‌କୁ । ଜବରଦସ୍ତ ଭାଇରାଲ ହେଉଛି । ଚର୍ଚ୍ଚାରେ ଏବେ ଏହି ସିକ୍ୟୁରିଟି ବାବୁ । ଏହା ହେଉଛି
Read More...

ଜାତୀୟ ବାଳିକା ଶିଶୁ ଦିବସ ଉପଲକ୍ଷେ ଖପ୍ରାଖୋଲ କେଜିଭିବି ଛାତ୍ରୀମାନେ କଲେ ପଦଯାତ୍ରା

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରତିବର୍ଷ ଜାନୁଆରୀ ୨୪ରେ ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଏ । ଆଜିର ସମୟରେ ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ନାମ ପ୍ରସିଦ୍ଧ କରୁଛନ୍ତି । କିନ୍ତୁ ଆଜି ବି ଲୋକ ଭାରତରେ ଝିଅ ଜନ୍ମକୁ ନେଇ ଦୁଃଖିତ ହୁଅନ୍ତି । ଆଜି ମଧ୍ୟ ଆମ
Read More...

ଡେଲାଙ୍ଗ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ହକି ଅବସରରେ ସୋମବାର ଡେଲାଙ୍ଗ ବ୍ଲକ ସିଂହବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଉତ୍କଳ ଗୌରବ ବିଦ୍ୟା ନିକେତନ ହାଇସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ବହୁ ଉତ୍ସାହ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଏହି
Read More...

ଜାତୀୟ କନ୍ୟା ଦିବସରେ ଆଲୋଚନାଚକ୍ର

ନାରୀମାନେ ହିଁ ସମାଜ ସଂସ୍କାରକ ବୌଦ୍ଧ, (ମମତା ମହାକୁର) : ନାରୀମାନେ ହିଁ ସମାଜର ସଂସ୍କାରକ ବୋଲି ଜାତୀୟ କନ୍ୟାରତ୍ନ ଦିବସରେ ଏକ ଆଲୋଚନାଚକ୍ର ଶିକ୍ଷକ ରଂଜୁ ଅମାତଙ୍କ ଆବହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୌଦ୍ଧ
Read More...

ଲିଖିତ ପ୍ରତିଶୃତି ପରେ ସ୍କୁଲ ଗେଟ ତାଲା ଖୋଲିଲା

ବକଟୀ, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ବକଟୀ ପଂଚାୟତ ବକଟୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ସ୍କୁଲ ଗେଟରେ ତାଲା ପକାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ, ଏସ୍‌ଏନ୍‌ସିୟୁରେ ପିଟିଏ ଓ ଗ୍ରାମବାସୀ ମାନଙ୍କ ତରଫରୁ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଆଜି ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଶାଶୁ ଘରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କିରାବାହାଲର ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କିରାବାହାଲରେ ଜଣେ ମହିଳା ନିଜ ଶାଶୁ ଘରେ ଶାଶୁ ଶ୍ୱଶୁର ଓ ତାଙ୍କ ସ୍ୱାମୀଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହୋଇ ଉଚିତ୍‌ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଜଣକ ହେଲେ
Read More...

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢି ତୋଳିବାକୁ ଆଉ ଏକ ସ୍ୱାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି : ସୁନ୍ଦରଗଡ ଜିଲ୍ଲା…

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତବର୍ଷ ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୁନ୍ଦରଗଡ ଜିଲ୍ଲା ତରଫରୁ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଦେଇ ଆଜି ଉଦ୍‌ଯାପିତ ହୋଇଛି । ଏହି ଉପଲକ୍ଷେ ସେକ୍ଟର
Read More...