ଗଣତନ୍ତ୍ର ଦିବସ ଅବସରରେ କୋର୍ଟରେ ସାମ୍ବିଧାନିକ ଅଧିକାର ଓ ଦାୟିତ୍ୱ ଉପରେ ଆଲୋଚନାଚକ୍ର
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ସିଭିଲ କୋର୍ଟସ୍ଥିତ ଓକିଲ ସଂଘ ସଭା ଗୃହରେ ୭୪ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କଣ୍ଟାବାଞ୍ଜି ତାଲୁକ ଆଇନ ସହାୟତା କମିଟି ଦ୍ୱାରା ନାଗରିକମାନଙ୍କ ସାମ୍ବିଧାନିକ ଅଧିକାର ଓ ଦାୟିତ୍ୱ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...