Monthly Archives

January 2023

ଜିଆର୍‌ଏସ୍‌ଙ୍କ ଅଦଳ ବଦଳ, ଦୁର୍ନୀତି ଲୁଚେଇବାକୁ ପ୍ରଶାସନର ସହଯୋଗ କି ?

ସଇଁନ୍ତଲା, (କେପିଏନ୍‌ଏସ୍‌) : ଅନେକ ଦୁର୍ନୀତିକୁ ନେଇ ସବୁବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଚର୍ଚ୍ଚାରେ ରହିଆସିଛି । କେତେବେଳେ ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଟଙ୍କା ତ ଆଉ କେତେବେଳେ କଲେଜ ଛାତ୍ରଛାତ୍ରୀଙ୍କ ନାଁରେ ଟଙ୍କା । ମିଥ୍ୟା ବିଲ୍‌ କରି କେତେବେଳେ ଲକ୍ଷ ଲକ୍ଷ ଟଙ୍କା
Read More...

ଛତ୍ରପୁର ପ୍ରେସ କ୍ଲବର ନୂତନ କୋଠାକୁ ଉଦ୍‌ଘାଟନ କଲେ କୃଷି ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ବଳିଷ୍ଠ ଚତୁର୍ଥ ସ୍ତମ୍ଭର ଆବଶ୍ୟକତା ସର୍ବଦା ରହିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ବଳିଷ୍ଠ ଚତୁର୍ଥ ସ୍ତମ୍ଭର ଆବଶ୍ୟକତା ସର୍ବଦା ରହିଛି । ଏଣୁ ସାମ୍ବାଦିକମାନେ ମଧ୍ୟ ଜନସାଧାରଣଙ୍କ
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଗଠନ

କଟକ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଅତିରିକ୍ତ ଡିଜି ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାଳିକା ଶିକ୍ଷା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁଯାୟୀ ବିଦ୍ୟାଳୟରେ ଅଧ୍ୟୟନରତ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ଭଉଣୀମାନଙ୍କନେଇ ବାଳିକା ଶିକ୍ଷା କର୍ମଶାଳା-୨୦୨୨-୨୩
Read More...

୪୧ କିଲୋ ଗଂଜେଇ ସହ କାର ଓ ୬ ବାଇକ ଜବତ

ଗୋଛାପଡା : ୪୧ କିଲୋ ଗଂଜେଇ ସହ କାର ଓ ୬ ବାଇକ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍‌ ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଂଚାୟତ ଅଧୀନରେ
Read More...

କବୟିତ୍ରୀ ସବିତା ମହରାଙ୍କ କବିତା ସଂକଳନ ‘ସମ୍ମୋହନ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବୟିତ୍ରୀ ସବିତା ମହରାଙ୍କ ତୃତୀୟ କବିତା ସଂକଳନ ‘ସମ୍ମୋହନ’ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଭବ୍ୟ ସମାରୋହରେ ଲୋକାର୍ପିତ ହୋଇଯାଇଛି । ସଭା ଆରମ୍ଭରେ କବୟିତ୍ରୀ ଶ୍ରୀମତୀ ମହରା ନିଜ ମନର କଥା ଉଚ୍ଚାରଣ କରିଥିବା ବେଳେ ଉନ୍ମୋଚିତ କବିତା ସଂକଳନର କିଛି କବିତା
Read More...

ଛେଳି ଚରାଇବାକୁ ଯାଇଥିବା ବେଳେ ପେଟରେ ପଶିଗଲା ବାର୍ଚ୍ଛା : ନାବାଳକ ଗୁରୁତ୍ୱର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ବେଲପଡ଼ା ବ୍ଲକ ସରମୁହାଣ ପଂଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ରାଜୁ ଥାନାପତି(୧୬) ଆଜି ସକାଳୁ ଛେଳି ଚରେଇବା ପାଇଁ ନିଜ ଗାଁ ଜମି ପଟେ ଯାଇଥିଲେ । ଏହି ସମୟରେ ଅବହେଳା ବଶତଃ ଏକ ବର୍ଚ୍ଛା ତାଙ୍କ ପେଟରେ ପଶି ଯାଇଛି ।
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼

ଝାରସୁଗୁଡା : ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶଙ୍କ ଉପରେ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଯାଇଥିବା ବେଳେ ସେ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିବା ସମୟରେ ସମସ୍ତ ପ୍ରକାରର ସୁରକ୍ଷା ବଳୟକୁ ଭେଦକରି
Read More...

ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ମାଘ ସପ୍ତମୀ ମେଳା

ନୀଳଗିରି : ପବିତ୍ର ମାଘ ସପ୍ତମୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଠାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ୯ ଦିନ ଧରି ଚାଲୁ ରହିବ । ହୋମଯଜ୍ଞ, କୀର୍ତ୍ତନ, ଅଷ୍ଟପ୍ରହରୀ ପୂଜାର୍ଚ୍ଚନା କରାଯାଇଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ଦଶପଲ୍ଲା ରାସ୍ତାର ତୁଳସୀ ପଲ୍ଲୀ- ସାହାଣପଲ୍ଲୀ ଗ୍ରାମ ମଧ୍ୟ ଭାଗରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗୋଲାପଡା ଗ୍ରାମର ଯୁବ ବ୍ୟବସାୟୀ ଭୋଳା
Read More...