Daily Archives

ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲେଖକ ଓ ସାହିତ୍ୟିକମାନେ ତାଙ୍କ ଲେଖନୀରେ ଆମ ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଚିତ୍ର ପ୍ରଦାନ କଲେ ଏ ଜାତିର ମର୍ଯ୍ୟାଦା ବୃଦ୍ଧି ହେବ ବୋଲି ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟର ଏବଂ ମେକ୍ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ
Read More...

ଭୂମିକମ୍ପରେ ଥରିଲା ପାକିସ୍ତାନ

ଇସ୍‌ଲାମାବାଦ : ପାକିସ୍ତାନର ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ଗତକାଲି ୬.୩ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି । ଏହି ଭୂମିକମ୍ପର କେନ୍ଦ୍ର ତାଜିକସ୍ତାନରେ ଥିବା ବେଳେ ଏହାର ଗଭୀରତା ୧୫୦ କିମି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂମିକମ୍ପଜନିତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ
Read More...

ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ଦାବୀ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକରେ ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ନିମନ୍ତେ ପୂର୍ବରୁ ବହୁବାର ଆନ୍ଦୋଳନ ଓ ଦାବୀ କରାଯାଇଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର
Read More...

ତୁର୍କୀ-ଇରାନ ସୀମାରେ ଭୂମିକମ୍ପ ଅନୁଭୂତ

ତେହରାନ : ଶନିବାର ବିଳମ୍ବିତ ରାତିରେ ତୁର୍କୀ ସୀମା ନିକଟରେ ଉତ୍ତର-ପଶ୍ଚିମ ଇରାନରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ଅତି କମ୍‌ରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧୬ ଜଣ ଆହତ ହୋଇଛନ୍ତି ବୋଲି ଇରାନ ଗଣମାଧ୍ୟମ କହିଛି । ଭୂମିକମ୍ପ ପ୍ରଭାବରେ ପ୍ରାୟ ୧
Read More...

ନଦୀକୁ ଖସିଲା ବରଯାତ୍ରୀ କାର୍‌

କୋଲକାତା : ଶନିବାର ସକାଳେ ଉତ୍ତରବଙ୍ଗର କାଲିମ୍‌ପଙ୍ଗରେ ଏକ ବରଯାତ୍ରୀ କାର୍‌ ନଦୀକୁ ଖସି ପଡିଥିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର ଓ କନ୍ୟା ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ କହିଛି ଯେ, ଗାଡିଟି ଏକ ବ୍ରିଜ ଉପରୁ ରଙ୍ଗଡଙ୍ଗ ନଦୀକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ
Read More...

ଦହିଗାଁ ଗ୍ରାମ ପଂଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ମହାଦୁର୍ନୀତି ହେଉଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦହିଗାଁ ଗ୍ରାମ ପଂଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ମହାଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପଦ୍ମପୁର ବ୍ଲକ ଦହିଗାଁ ପଂଚାୟତରେ ମା' ତାରିଣୀ ଏସ୍‌ଏଚ୍‌ଜି ଦହିଗାଁ ବହୁଦିନ ହେଲା ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିଆସୁଥିଲେ । କିନ୍ତୁ
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ନବଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ସମସ୍ତ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ସମ୍ଭବ ହୋଇ ପାରି ନାହିଁ । ନବ ଦାସ ଉଭୟ ସରକାର ଓ ବିଜେଡି ଦଳ ପାଇଁ
Read More...

ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା 'ଅମୃତ ଉଦ୍ୟାନ' । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 'ଅମୃତ ଉଦ୍ୟାନ' ପରିଦର୍ଶନ
Read More...

ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

• ଗଜପତି ଦଳକୁ ହରାଇ କନ୍ଧମାଳ ଦଳ ଚାମ୍ପିୟନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ
Read More...

ଗଞ୍ଜାମ ସହରରେ ନାଗରିକ କମିଟି ଓ ଶ୍ରମିକ ସାମ୍ମୁଖ୍ୟ ସମ୍ବର୍ଦ୍ଧନା ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ବଡ଼ ବଜାର ଅନ୍ତେ ପେଟ୍ରୋଲ ପମ୍ପ ପଡିଆରେ ଗଞ୍ଜାମ ନାଗରିକ କମିଟି ଓ ଶ୍ରମିକ ସମାଜର ଏକ ସମ୍ବର୍ଦ୍ଧନା ସମାରୋହରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣିନ ନିର୍ଦ୍ଦେଶକ ରାମଚନ୍ଦ୍ର ପଣ୍ଡା ଓ ବିଜୁ ଶ୍ରମିକ
Read More...