Daily Archives

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ସପ୍ତାହ ପାଳିତ

ଭୋଗରାଇ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ସପ୍ତାହ ପାଳିତ ହୋଇଯାଇଛି । ଅଲ୍ ଓଡିଶା ନେତାଜୀ ଜୟନ୍ତୀ ପାଳନ କମିଟି ପକ୍ଷରୁ ଆୟୋଜିତ ଏବଂ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ଅଡିଟୋରିୟମ ହଲରେ ଅନୁଷ୍ଠିତ ଏହି ବୈଦ୍ଧିକ ସମାବେଶରେ ଅନୁଷ୍ଠାନର
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ

ଦିଗପହଣ୍ଡି : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ଶନିବାର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ସିଦ୍ଧେଶ୍ୱର, ଫାଶୀଗୁଡା ଓ ଆଙ୍କୋରଡ଼ା ପଂଚାୟତ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଲୋକଙ୍କ ସହ ଆଲୋଚନା କରିଛନ୍ତି ।
Read More...

ବନ୍ଧୁକ ଦେଖାଇ ଲୁଟ୍‌ ଅଭିଯୋଗ

ମୟୂରଭଞ୍ଜ : ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ, ୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି
Read More...

ଖଣ୍ଡଗିରି ମେଳା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲା ବିଏମ୍‌ସି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖଣ୍ଡଗିରି ମାଘ ମେଳା ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିବା ବେଳେ ଶନିବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ
Read More...

ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ଜଣ

ଓଡାପଡ଼ା : ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଅନ୍ତର୍ଗତ ନାଧରା ରାମଚଣ୍ଡୀ ପୀଠ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି । ଭୋଜି କରିବାକୁ ଯାଇଥିବା ଏକ କମ୍ପାନୀର କର୍ମଚାରୀମାନେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି । ନଦୀକୁଳିଆ ଲୋକେ ସେମାନଙ୍କୁ
Read More...

ବରିଷ୍ଠ ଓଏଏସ୍‌ ଶ୍ୟାମଭକ୍ତ ମିଶ୍ର ହେଲେ ଓପିଏସ୍‌ସି ସଦସ୍ୟ

ଭୁବନେଶ୍ୱର : ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍‌ ଅଫିସର ଶ୍ୟାମଭକ୍ତ ମିଶ୍ରଙ୍କୁ ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ୟାମଭକ୍ତ
Read More...

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର କଲା ଚିତ୍ରକୋଣ୍ଡା ପୋଲିସ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଥିତ କାଙ୍କରାଇପଡା ଓ ଗୁଣ୍ଠାୱାଡା ମୁଖ୍ୟ ରାସ୍ତାରେ ଜଣେ ଅଚିହ୍ନା ମହିଳାଙ୍କ ମୃତଶରୀର ପୁଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ କୌଣସି ପରିଚୟ ଜଣାପଡ଼ିନଥିବା ବେଳେ, ତାଙ୍କର ଗଳାକଟା ଯାଇ ହତ୍ୟା କରାଯାଇଥିବାର ସନ୍ଦେହ
Read More...

ମାଘ ସପ୍ତମୀ ପାଇଁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଏସ୍‌ପି

କୋଣାର୍କ : ଆସନ୍ତା ଶନିବାର ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼ । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ପୂର୍ବ ରାତିରୁ ଚନ୍ଦ୍ରଭାଗା ମେଳା ପଡିଆକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିବ । ଏଥର ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି । ଏହାକୁ
Read More...

ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ ବିଏମ୍‌ସିର ଗାଇଡଲାଇନ ଜାରି । ଆସନ୍ତା ମାଘ ସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ । ତେଣୁ ଯାତ୍ରାକୁ ମିଳିଛି ଅନୁମତି । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି
Read More...

ତଡ଼ୁଆବାହାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

ନାରଦପୁର : ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ତଡ଼ୁଆ ବାହାଲଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ରିମୁଳି ପଟୁ ଯୋଡ଼ା ଆଡ଼କୁ ଏକ ଟ୍ରକ୍ ଯାଉଥିଲା । ଏହି ସମୟରେ ନାରଦପୁର ପଟୁ ରଙ୍ଗ ରାସ୍ତାରେ ଏକ ବାଇକ ଯୋଗେ ଦୁଇ ଜଣ ଆସୁଥିଲେ । ତଡ଼ୁଆ
Read More...