Daily Archives

ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ରିଷିଡା ଗସ୍ତ

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଜ୍ୟସଭା ସାଂସଦ ସୁଜିତ କୁମାର ଗତକାଲି କର୍ଲାମୁଣ୍ଡା ବ୍ଲକର ରିଷିଡା ଗସ୍ତରେ ଆସିଥିଲେ । କେସିଙ୍ଗା-କର୍ଲାମୁଣ୍ଡା ସୀମା ପୁଟିଗାଁ ଛକ ଠାରେ ଦଳୀୟ କର୍ମୀମାନେ ତାଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଜଣାଇଥିଲେ । ତାପରେ ସାଂସଦ ତେରେସିଂହା କୌଶିକ ବାବା
Read More...

କର୍ଲାମୁଣ୍ଡା ଖଳା ନିର୍ମାଣ ପ୍ରାପ୍ୟ ପାଇବା ଦାବୀରେ ଆମରଣ ଅନଶନ

ପ୍ରାପ୍ୟ ନମିଳିବା ପର୍ଯ୍ୟନ୍ତ ଧାରଣରେ ବସିବାକୁ ଚେତାବନୀ କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଂଚାୟତରେ ଧାନଖଳା ନିର୍ମାଣର ୨ ବର୍ଷ ପରେ ମଧ୍ୟ ଟଙ୍କା ମିଳି ନଥିବାରୁ ବୁଧବାର ସକାଳରୁ କାମରେ ନିୟୋଜିତ ମେଟ୍
Read More...

ବିଶିଷ୍ଟ ଶିକ୍ଷାବିତ୍‌ ଡ.ମନୋଜ ରଞ୍ଜନ ନାୟକଙ୍କୁ ତୁଳସୀକ୍ଷେତ୍ର ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌ ତଥା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକଙ୍କୁ ତୁଳସୀ କ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଛି । ପ୍ରଫେସର ଶ୍ରୀ ନାୟକଙ୍କୁ ବାଞ୍ଚାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ପୃଷ୍ଠପୋଷକ ତଥା ଅଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ଦେବେନ୍ଦ୍ର କୁମାର
Read More...

ଶିକ୍ଷକ ଲୋକନାଥ ଦାଶଙ୍କ ପରଲୋକ

ସାକ୍ଷୀଗୋପାଳ/ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧର ବ୍ରାହ୍ମଣ ଶାସନ ଗାଁର ସଦା ଚଳଚଞ୍ଚଳ, ସରଳ, ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ(୬୧) ଗତ ୧୫ ତାରିଖ ଦିନ ରକ୍ତଚାପ ଓ ମସ୍ତିଷ୍କ ଆଘାତ ଜନିତ ରୋଗରେ ଆକସ୍ମିକ ଅକାଳ ବିୟୋଗରେ ଡେଲାଙ୍ଗ,
Read More...

ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଏହି ବିମାନରେ ବିଜୁ ବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର
Read More...