Daily Archives

ଗୁଜରାଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଅହମ୍ମଦାବାଦ : ଦିନିକିଆ ଗୁଜୁରାଟର ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବରଥ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି
Read More...

କମିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ : ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ହ୍ରାସ ପାଇଛି । ଯାହାକି ଖାଉଟିଙ୍କ ମୁହଁରେ ହସ ଫୁଟାଇଛି । ନଭେମ୍ୱର ପରେ ଡିସେମ୍ୱରରେ ମଧ୍ୟ ଏହି ଦରବୃଦ୍ଧି ହାର କମିଛି । ଆଜି ଜାରି ତଥ୍ୟ ଅନୁସାରେ, ଡିସେମ୍ୱରରେ ଏହି ଖୁଚୁରା ମୁଦ୍ରାସ୍ଫୀତି ଦର ୫.୭୨ ପ୍ରତିଶତ ରହିଥିଲା ।
Read More...

ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲ୍‌ଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଥିବା ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଗତକାଲି ଶେଷ ହୋଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ
Read More...

ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଲେ ରାହୁଲ

ଲକ୍ଷ୍ନୌ : ଜନତା ଦଳ ୟୁନାଇଟେଡ୍‌ର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଗୁରୁବାର ରାତିରେ ମୃତ୍ୟୁ ବରଣ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ‘ଓଲି ଲ୍ୟାଣ୍ଡ’ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ‘ଓଲି ଲ୍ୟାଣ୍ଡ’ ବୁଲି ଦେଖିଛନ୍ତି । ବିଶ୍ୱକପ୍‌ ହକି ମାସ୍କଟ ଓଲି ନାଁରେ ନିର୍ମାଣ ହୋଇଛି ଓଲି ଲ୍ୟାଣ୍ଡ । ବିଭିନ୍ନ ଥିମ ସହିତ ଓ
Read More...

ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ଼୍ ରିବନ୍ କ୍ଲବ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଯୁବ ରେଡକ୍ରସର ସଂଯୋଜିକା ପୁଷ୍ପ ମଞ୍ଜରୀ ପ୍ରଧାନ ସଭାପତିତ୍ଵ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ଓଡ଼ିଆ ସମାଜର ବୁଦ୍ଧିଜୀବୀ ବର୍ଗ ଦ୍ୱାରା ସାଧାରଣ ସଭାର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚକ୍ରଧରପୁର ନିକଟସ୍ଥ ମେରମେରା, ସାନି ପଦ୍ମପୁର, ଦେଓଗାଁ ଏବଂ ଚୈନପୁର ଗ୍ରାମରେ ଓଡ଼ିଆ ସମାଜର ବୁଦ୍ଧିଜୀବୀ ବର୍ଗ ଦ୍ୱାରା ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଝାଡ଼ଖଣ୍ଡ ସରକାରଙ୍କ ଦ୍ଵାରା ଓଡ଼ିଆ ଭାଷା ପ୍ରତି ଯେଉଁ ବୈମାତୃକ ମନୋଭାବ ପରିପ୍ରକାଶ କରି
Read More...

ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ସ୍ଥିତ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ୪ ଦିନିଆ ବାର୍ଷିକୋତ୍ସବ ସଂପନ୍ନ ହୋଇଯାଇଛି । ବିଶ୍ୱକପ ହକିକୁ ଆଖି ଆଗରେ ରଖି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ନୀଳିମା ଚାଟାର୍ଜୀଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଅଧ୍ୟାପିକା ଗୀତିକା ପଟେଲଙ୍କ ସଂଯୋଜନାରେ
Read More...

ବିଶିଷ୍ଟ ଫୁଟ୍‌ବଲ୍‌ ଖେଳାଳି ଲକ୍ଷ୍ମୀନାରାୟଣ ମଲ୍ଲିକ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଫୁଟ୍‌ବଲ୍‌ ଖେଳାଳି ଲକ୍ଷ୍ମୀନାରାୟଣ ମଲ୍ଲିକ(୮୫) ଆଉ ନାହାନ୍ତି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୫ଟା ୫୫ ମିନିଟ୍‌ରେ ସ୍ଥାନୀୟ ଆନନ୍ଦନଗର ସ୍ଥିତ ତାଙ୍କ ବାସଭବନ ‘ପ୍ରତୀକ୍ଷା ଭବନ’ରେ ତାଙ୍କ ଦେହାବସାନ ଘଟିଛି । ସେ ସମବାୟ
Read More...

ବସଷ୍ଟାଣ୍ଡଠାରେ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡଠାରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ତୀରନ୍ଦାଜିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆନ୍ଧ୍ର ପ୍ରଦେଶ ବିଜୟବେଡାଠାରେ ଜାନୁୟାରୀ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ
Read More...