Daily Archives

ହକି ବିଶ୍ଵକପ ୨୦୨୩ ପାଇଁ ଖପ୍ରାଖୋଲରେ ମିନି ମାରାଥନ

ଖପ୍ରାଖୋଲ, (ଅଶୋକ ବାଗ) : ପାଖେଇ ଆସୁଛି ହକି ବିଶ୍ୱକପ । ସମୟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ ହେଉଥିବା ବେଳେ ସମସ୍ତଙ୍କୁ ଘାରିଛି ହକି ମାନିଆ । ସେହିପରି ବିଶ୍ୱକପ
Read More...

ପିଆର୍ ହାଇସ୍କୁଲର ବ୍ୟାଡମିଣ୍ଟନ ଷ୍ଟାଡିୟମକୁ ପରିଦର୍ଶନ କରି କାର୍ଯ୍ୟ ନିରୀକ୍ଷଣ କଲେ ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଆର୍ ହାଇସ୍କୁଲର ବ୍ୟାଡମିଣ୍ଟନ ଷ୍ଟାଡିୟମକୁ ଆଜି ସକାଳୁ ସକାଳୁ ପରିଦର୍ଶନ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ତେବେ ଏଠାରେ ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଶା ସିନିୟର୍ ଷ୍ଟେଟ ଚାମ୍ପିୟନସିପ୍‌ ମ୍ୟାଚ୍ ସକାଶେ ହେଉଥିବା ସିନ୍ଥେଟିକ୍ ମ୍ୟାଟ୍ ବିଛା
Read More...

ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ପ୍ରେସ୍ ବିଜ୍ଞପ୍ତି ଜାରି

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ (ଜ୍ୟାକ) ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ଆହୁତ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ସଂସ୍କୃତ ସହିତ ବଙ୍ଗଳା ଓ ବିଭିନ୍ନ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଓଡ଼ିଆ ଭାଷାକୁ ରଖାଯାଇ
Read More...

ଲୋଇସିଂହାଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଅତିରିକ୍ତ ବିଡ଼ିଓ ପ୍ରମୁଖ ମଞ୍ଚସୀନ
Read More...

ଦେଓଗାଁ ପଞ୍ଚାୟତ ସମିତିର ବୈଠକରେ ଯୋଗଦେଲେ ବିଧାୟକ ନରସିଂହ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ପଞ୍ଚାୟତ ସମିତିର ବୈଠକରେ ଯୋଗଦେଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ବୈଠକରେ ମଣ୍ଡି ଧାନ କିଣାରେ ହେଉଥିବା କଟନି ଛଟନି ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ନିୟମାନୁଯାୟୀ ଚାଷୀ ଏକର ପିଛା ୧୩ କ୍ଵିଣ୍ଟାଲରୁ
Read More...

ମନୋଜ୍ଞ ସଙ୍ଗୀତ ସନ୍ଧ୍ୟା ‘ହୋପ-୨୦୨୩’ : ଆଠଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ‘କଳିଙ୍ଗ ପ୍ରତିଭା ସମ୍ମାନ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଶିକ୍ଷାବିତ୍‌ ହାଡିବନ୍ଧୁ ହାଲି ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଆଠଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ‘କଳିଙ୍ଗ ପ୍ରତିଭା
Read More...

ନାଇକେନପାଲି ଗାଁ ନାମଯଜ୍ଞରେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଶିବତଲା ନାଇକେନପାଲି ଗାଁ ନାମଯଜ୍ଞରେ ଯୋଗଦେଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । ସେ ମହାପ୍ରଭୁଙ୍କ ଦର୍ଶନ କରି ଗାଁର ଶୁଭ ମନାସି ଥିଲେ । ଏହି ଅବସରରେ ଶିବତଲା ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।
Read More...

ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ୧ଟା ପରଠୁ ବନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବାରବାଟୀରେ ହକି ବିଶ୍ୱକପର ଉଦ୍‌ଘାଟନ ସମାରୋହ । ଏଥିସହ ବିଶ୍ୱକପ ପାଇଁ ବିଗୁଲ ବି ବାଜିବ । ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଦିନ ୧ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ, ବେସରକାରୀ ତଥା
Read More...

ଭୁବନେଶ୍ୱର ପାନ୍ଥ ନିବାସଠାରେ ହକି ବିଶ୍ୱକପ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଆଜି ୧୧ରେ କଟକରେ ରହିଛି ଉଦ୍‌ଘାଟନୀ ଉତ୍ସବ । ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରି ରହିଛି । ଏହି
Read More...

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଭ୍ରମଣରେ ଗୁଜୁରାଟର ଶିକ୍ଷା ସଚିବ

ସାକ୍ଷିଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଗୁଜୁରାଟର ଶିକ୍ଷା ସଚିବ ମହେଶ୍‌ ମେହେଟା ଓ ପୁରୀ ଜିଲ୍ଲାର ଶିକ୍ଷା ଅଧିକାରୀ ଡ. ବିଶ୍ୱଜିତ ଘୋଷ ମଧ୍ୟାହ୍ନ ସମୟରେ ପହଞ୍ଚିବା ପରେ ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିକାରିଣୀ ଭବମ୍‌ ପ୍ରଧାନ
Read More...